ତିଆରି ତ ହେଇସାରିଲାଣି । ଠିକ ଅଛି କାହାରିକି ଦିଆଯାଇ ନାହିଁ ।
ତେବେ ଯେଉଁ ମାନେ ଓଡ଼ିଶା
ଦିବସ ଦିନ ଆସିବେ ହାତେ ହାତେ ଦେଇଦେବି ଯେଉଁ ମାନେ ଆସିପାରିବେ ନାହିଁ ପଠେଇ ଦେବି । ଠିକ
ହେବ ? ସମସ୍ତଙ୍କର ମତ କଣ ?
ଶିତିକଣ୍ଠ
2014-03-05 2:15 GMT+05:30 ansuman <ansumang(a)gmail.com>om>:
bhai dekha hele bhala, nahele nahin. dakare
patheibar kichi
nahin! :D
manapatra mun anyamananka pain kahithili na, mo pain nalekhithile bhala
hoithanta :P
Ansuman
2014-03-04 5:46 GMT+05:30 Shitikantha Dash <shiti.91(a)gmail.com>om>:
ଅଂଶୁମାନ ଭାଇ ତୁମ ଠିକଣା ଟା ତ କୁହ । ଆଜି କାଲି ଭିତରେ
ପଠେଇବି ।
2014-02-18 0:34 GMT+05:30 Asutosh Kar <kar.asutosh(a)gmail.com>om>:
ଧନ୍ୟବାଦର ସହ
ଆଶୁତୋଷ କର
ୱାଈ- ୩୦୯, ଯଦୁକୂଳ ଏନକ୍ଳେଭ
ମହତାବ ରୋଡ
କଟକ
୭୫୩୦୧୨
2014-02-15 16:16 GMT+05:30 Shitikantha Dash <shiti.91(a)gmail.com>om>:
> ପ୍ରିୟ ଉଇକିଆଳି ବନ୍ଧୁଗଣ,
>
> ଗତ ଜାନୁଆରୀ ୨୯ ରେ ସମସ୍ତେ ଓଡ଼ିଆ ଉଇକିପିଡ଼ିଆ ଜନ୍ମତିଥି ପାଳନ କରିଥିଲୁ । କିଛି
ଉଇକିଆଳି
> କାର୍ଯ୍ୟବ୍ୟସ୍ତତା ହେତୁ ଯୋଗଦେଇ ପାରିନଥିଲେ । ଏହା ପୂର୍ବରୁ ହୋଇଥିବା
> ଆଲୋଚନାରେ<
>
> > > >
> > > ସମସ୍ତ
> > > ସକ୍ରିୟ ଉଇକିଆଳିଙ୍କୁ ମାନପତ୍ର ଦେବା କଥା ସ୍ଥିର ହୋଇଥିଲା । ମାନପତ୍ର ଛପିବାରେ
> କିଛି
> > > ବିଳମ୍ବ ଯୋଗୁଁ *ଦେବୀ ସାର*ଙ୍କ ଦସ୍ତକତ ହୋଇପାରିନଥିଲା । କିନ୍ତୁ ପରେ ଦେବୀ
> ବାବୁଙ୍କ
> > > ଠାରୁ ଦସ୍ତକତ କରାଇ ଆଣିଥିଲି । ଯେଉଁ ମାନେ ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି
> ସେମାନଙ୍କୁ
> > > ମାନପତ୍ର ଏହି ଫେବୃୟାରି ମେଳଣ ସମୟରେ ଦିଆଯାଇପରିବ । ଭୁବନେଶ୍ଵର ବାହାରେ
> ଉଇକିଆଳିମାନେ ଦୟାକରି ନିଜ ଠିକଣା ଜଣେଇଲେ ମାନପତ୍ର
ଗୁଡ଼ିକୁ ସେମାନଙ୍କ ପାଖକୁ
ପଠାଇବାର
> > ବ୍ୟବସ୍ଥା କରିଦିଆଯିବ ।
> >
> > ନିମ୍ନରେ ମୁଁ ଉଇକିଆଳିଙ୍କ ନାମ ଲେଖିଦେଉଛି:
> >
> > କୁପସିନ୍ଧୁ ମୁଦୁଲି, ଶୁଭ୍ରାଂଶୁ ଶେଖର ମିଶ୍ର, ମୃତ୍ୟୁଞ୍ଜୟ କର, ମନୋରଞ୍ଜନ
ବେହେରା,
> > ଜ୍ଞାନରଞ୍ଜନ ସାହୁ, ମନୋଜ ସାହୁକାର,
ଗୋର୍ବାଚୋଭ ପୋଥାଳ, ଶଶାଙ୍କ ଶେଖର ଦାସ,
ଶିଲେଶ
> > ପଟ୍ଟନାୟକ, ସୁଭାସିସ ପାଣିଗ୍ରାହୀ, ଶ୍ରୀକାନ୍ତ
କେଡିଆ, ସୂରଥ କୁମାର ପାଢୀ,
ସତ୍ୟକାମ
> > ଦାଶ, ଅଂଶୁମାନ ଗିରି, ଦୀପ୍ତିମାନ
ପାଣିଗ୍ରାହୀ, ଆଦିତ୍ୟ ମାହାର, ମନୋରଞ୍ଜନ
ମଲ୍ଲିକ,
> > > ପ୍ରୀତିରଞ୍ଜନ ତ୍ରିପାଠୀ, ସୁବାସ ଚନ୍ଦ୍ର ରାଉତ, କମଳାକାନ୍ତ ନାୟକ, ଆଶୁତୋଷ କର
>
> (ମେଲ ପଠାଇବାରେ ବିଳମ୍ବ ହେତୁ ଦୁଃଖିତ)
>
>
>
> ଶିତିକଣ୍ଠ ଦାଶ
> ଜଣେ ଉଇକିଆଳି
> _______________________________________________
> Wikipedia-OR mailing list
> Wikipedia-OR(a)lists.wikimedia.org
>
https://lists.wikimedia.org/mailman/listinfo/wikipedia-or
>
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org