ହଁ ମୁଁ ସେ କଥା ଭାବି ନଥିଲି ।
2014-03-06 12:28 GMT+05:30 Subhashish Panigrahi <psubhashish(a)gmail.com>om>:
ଏଇଟା ଯେହେତୁ ପବ୍ଲିକ ମେଲିଂ ଲିଷ୍ଟ ଏଠି ଠିକଣା ନ ପଚାରିଲେ ଭଲ
ହେବ । ମୋ ମତରେ ପର୍ସନାଲ
ମେଲ ପଠେଇ ଠିକଣା ପଚାରିଦିଅ ।
2014-03-06 11:48 GMT+05:30 ଦୀପ୍ତିମାନ ପାଣିଗ୍ରାହୀ <guguly18(a)gmail.com>om>:
ହଁ, ଭଲ ହବ ।
2014-03-06 6:14 GMT+05:30 Shitikantha Dash <shiti.91(a)gmail.com>om>:
ତିଆରି ତ ହେଇସାରିଲାଣି । ଠିକ ଅଛି କାହାରିକି ଦିଆଯାଇ
ନାହିଁ । ତେବେ ଯେଉଁ ମାନେ
ଓଡ଼ିଶା
ଦିବସ ଦିନ ଆସିବେ ହାତେ ହାତେ ଦେଇଦେବି ଯେଉଁ ମାନେ
ଆସିପାରିବେ ନାହିଁ ପଠେଇ ଦେବି ।
ଠିକ
> ହେବ ? ସମସ୍ତଙ୍କର ମତ କଣ ?
>
> ଶିତିକଣ୍ଠ
>
>
> 2014-03-05 2:15 GMT+05:30 ansuman <ansumang(a)gmail.com>om>:
>
> > bhai dekha hele bhala, nahele nahin. dakare patheibar kichi
> aabashyakata
> > nahin! :D
> >
> > manapatra mun anyamananka pain kahithili na, mo pain nalekhithile
bhala
>
hoithanta :P
>
> Ansuman
>
>
>
>
> 2014-03-04 5:46 GMT+05:30 Shitikantha Dash <shiti.91(a)gmail.com>om>:
>
> > ଅଂଶୁମାନ ଭାଇ ତୁମ ଠିକଣା ଟା ତ କୁହ । ଆଜି କାଲି ଭିତରେ ପଠେଇବି ।
> >
> >
> > 2014-02-18 0:34 GMT+05:30 Asutosh Kar <kar.asutosh(a)gmail.com>om>:
> >
> > > ଧନ୍ୟବାଦର ସହ
> > >
> > > ଆଶୁତୋଷ କର
> > > ୱାଈ- ୩୦୯, ଯଦୁକୂଳ ଏନକ୍ଳେଭ
> > > ମହତାବ ରୋଡ
> > > କଟକ
> > > ୭୫୩୦୧୨
> > >
> > >
> > > 2014-02-15 16:16 GMT+05:30 Shitikantha Dash <shiti.91(a)gmail.com
:
> > >
> > > > ପ୍ରିୟ ଉଇକିଆଳି ବନ୍ଧୁଗଣ,
> > > >
> > > > ଗତ ଜାନୁଆରୀ ୨୯ ରେ ସମସ୍ତେ ଓଡ଼ିଆ ଉଇକିପିଡ଼ିଆ ଜନ୍ମତିଥି ପାଳନ କରିଥିଲୁ ।
କିଛି
> >
ଉଇକିଆଳି
> > > କାର୍ଯ୍ୟବ୍ୟସ୍ତତା ହେତୁ ଯୋଗଦେଇ ପାରିନଥିଲେ । ଏହା ପୂର୍ବରୁ ହୋଇଥିବା
> > > ଆଲୋଚନାରେ<
> > >
> >
>
http://or.wikipedia.org/wiki/%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%…
> >
> > >
> > > > ସମସ୍ତ
> > > > ସକ୍ରିୟ ଉଇକିଆଳିଙ୍କୁ ମାନପତ୍ର ଦେବା କଥା ସ୍ଥିର ହୋଇଥିଲା । ମାନପତ୍ର
ଛପିବାରେ
> > > କିଛି
> > > > > ବିଳମ୍ବ ଯୋଗୁଁ *ଦେବୀ ସାର*ଙ୍କ ଦସ୍ତକତ ହୋଇପାରିନଥିଲା । କିନ୍ତୁ ପରେ
ଦେବୀ
> > > ବାବୁଙ୍କ
> > > > > ଠାରୁ ଦସ୍ତକତ କରାଇ ଆଣିଥିଲି । ଯେଉଁ ମାନେ ଭୁବନେଶ୍ଵରରେ ଉପସ୍ଥିତ
ଅଛନ୍ତି
> > > ସେମାନଙ୍କୁ
> > > > > ମାନପତ୍ର ଏହି ଫେବୃୟାରି ମେଳଣ ସମୟରେ ଦିଆଯାଇପରିବ । ଭୁବନେଶ୍ଵର ବାହାରେ
> ରହୁଥିବା
> > > > > ଉଇକିଆଳିମାନେ ଦୟାକରି ନିଜ ଠିକଣା ଜଣେଇଲେ ମାନପତ୍ର ଗୁଡ଼ିକୁ ସେମାନଙ୍କ
ପାଖକୁ
> > > ପଠାଇବାର
> > > > > ବ୍ୟବସ୍ଥା କରିଦିଆଯିବ ।
> > > > >
> > > > > ନିମ୍ନରେ ମୁଁ ଉଇକିଆଳିଙ୍କ ନାମ ଲେଖିଦେଉଛି:
> > > > >
> > > > > କୁପସିନ୍ଧୁ ମୁଦୁଲି, ଶୁଭ୍ରାଂଶୁ ଶେଖର ମିଶ୍ର, ମୃତ୍ୟୁଞ୍ଜୟ କର,
ମନୋରଞ୍ଜନ
> > ବେହେରା,
> > > > > ଜ୍ଞାନରଞ୍ଜନ ସାହୁ, ମନୋଜ ସାହୁକାର, ଗୋର୍ବାଚୋଭ ପୋଥାଳ, ଶଶାଙ୍କ ଶେଖର
ଦାସ,
>
ଶିଲେଶ
> > > > ପଟ୍ଟନାୟକ, ସୁଭାସିସ ପାଣିଗ୍ରାହୀ, ଶ୍ରୀକାନ୍ତ କେଡିଆ, ସୂରଥ କୁମାର ପାଢୀ,
> ସତ୍ୟକାମ
> > > > ଦାଶ, ଅଂଶୁମାନ ଗିରି, ଦୀପ୍ତିମାନ ପାଣିଗ୍ରାହୀ, ଆଦିତ୍ୟ ମାହାର, ମନୋରଞ୍ଜନ
> ମଲ୍ଲିକ,
> > > > ପ୍ରୀତିରଞ୍ଜନ ତ୍ରିପାଠୀ, ସୁବାସ ଚନ୍ଦ୍ର ରାଉତ, କମଳାକାନ୍ତ ନାୟକ, ଆଶୁତୋଷ
କର
।
> > >
> > > (ମେଲ ପଠାଇବାରେ ବିଳମ୍ବ ହେତୁ ଦୁଃଖିତ)
> > >
> > >
> > >
> > > ଶିତିକଣ୍ଠ ଦାଶ
> > > ଜଣେ ଉଇକିଆଳି
> > > _______________________________________________
> > > Wikipedia-OR mailing list
> > > Wikipedia-OR(a)lists.wikimedia.org
> > >
https://lists.wikimedia.org/mailman/listinfo/wikipedia-or
> > >
> > _______________________________________________
> > Wikipedia-OR mailing list
> > Wikipedia-OR(a)lists.wikimedia.org
> >
https://lists.wikimedia.org/mailman/listinfo/wikipedia-or
> >
> _______________________________________________
> Wikipedia-OR mailing list
> Wikipedia-OR(a)lists.wikimedia.org
>
https://lists.wikimedia.org/mailman/listinfo/wikipedia-or
>
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
--
Thanks and Regards
Diptiman Panigrahi
Junior Research Fellow
Computer Science and Engineering
National Institute of Technology
Warangal, A.P.
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
--
*Subha*
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or