ଏହି IRC ରେ ହୋଇଥିବା ଆଲୋଚନାର ସାଂରାଶ ଏଠାରେ ଦିଆଗଲା:
https://or.wikipedia.org/s/onw
ସବିଶେଷ ଏହି ପୃଷ୍ଠାରେ ପଢ଼ିବା ସହ ତାହାର ଆଲୋଚନା ପୃଷ୍ଠାରେ ମତ ମଧ୍ୟ ଦେଇପାରିବେ ।
- ଏଥିରେ ଭାଗ ନେଇଥିବା ୧୧ ଜଣ ଉଇକିଆଳିଙ୍କ ମଧ୍ୟରୁ ଦଶ ଜଣ ସକ୍ରିୟ ଭାବେ ଆଲୋଚନାରେ
ଭାଗ ନେଇଥିଲେ ।
- ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ଦ୍ୱାଦଶ ଜନ୍ମତିଥି ଗଣ-ସମ୍ପାଦନା କରିବା
ବାବଦରେ ଆଲୋଚନା ହୋଇଥିଲା ।
- ଏଥିରେ ଅଭିଜ୍ଞ ଓ ନୂଆ ଉଇକିଆଳିମାନେ ମିଶି ଓଡ଼ିଶାର ମହାମନିଷୀ ଓ ଇତିହାସ
ସମ୍ବନ୍ଧିତ ପ୍ରସଙ୍ଗମାନଙ୍କର ମାନରେ ଉନ୍ନତି କରିବେ ।
- ମୂଳ ଲକ୍ଷ୍ୟ ଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ତାହାର ମାନ ଉନ୍ନତ କରିବା
ଥିଲେ ହେଁ ନୂଆ ପ୍ରସଙ୍ଗମାନ ମଧ୍ୟ ତିଆରି କରାଯିବ ।
- ଉଇକିଆଳି ମୃତ୍ୟୁଞ୍ଜୟ କର ଓଡ଼ିଶାର ମହାମନିଷୀ ଓ ଆଦିତ୍ୟ ମହାର ଓଡ଼ିଶାର ଇତିହାସ
ସମ୍ବନ୍ଧରେ ପ୍ରସଙ୍ଗସୂଚୀ ଗଠନ ଦାୟୀତ୍ୱରେ ରହିବେ ।
- ଯଦି କିଛି ଉପ ଯୋଗୀ ପ୍ରସଙ୍ଗ ଆଗରୁ ନାହଁ ତାହା ମଧ୍ୟ ତାଲିକାରେ ରହିବ ।
- ପ୍ରତି ଉଇକିଆଳି ୧୦ଟି ଲେଖାଏ ପ୍ରସଙ୍ଗ ବାଛିନେବେ ଯହିଁରେ ସେମାନେ ତଥ୍ୟ ଓ ଆଧାର
ଯୋଡ଼ି ତାହାକୁ ଉନ୍ନତ କରିବେ ।
- ଏହି ଗଣ-ସମ୍ପାଦନା ଜୁନ ୩ ତାରିଖରୁ ଆରମ୍ଭ ହୋଇ ୨ ସପ୍ତାହ ଯାଏ ଚାଲିବ । ଆଗ୍ରହୀ
ସଭ୍ୟ ଏହି ଲିଙ୍କରେ (
https://or.wikipedia.org/s/onj) ଯାଇ ନିଜର ନାମ ଓ କେଉଁ
ପ୍ରସଙ୍ଗରେ କାମ କରିବାକୁ ଇଚ୍ଛୁକ ତାହା ଉଲ୍ଲେଖ କରି ସମ୍ପାଦନା ଆରମ୍ଭ କରିପାରିବେ ।
- ଉପର ଲିଙ୍କରେ ଥିବା ପୃଷ୍ଠାରେ ପ।।ସଙ୍ଗ ସୂଚୀରେ କେଉଁ ବହିରୁ ତଥ୍ୟ ନେଇ ବ୍ୟବହାର
କରିବେ ତାହା ଉଲ୍ଲେଖ କରାଯାଇଛି ।
- ଏଥି ସମ୍ବନ୍ଧିତ କିଛି ପ୍ରଶ୍ନ ଆଲୋଚନା ପୃଷ୍ଠାରେ ପଚାରିପାରିବେ:
https://or.wikipedia.org/s/opl
- ସମୟ ଅନ୍ତ ହେବାରୁ ଶିକ୍ଷଣ ବାବଦରେ ଆଲୋଚନାରେ ସମସ୍ତେ ଭାଗ ନେଇପାରି ନଥିଲେ ।
ତେବେ, ଏବେର ଉଇକିପିଡ଼ିଆ:ଚାଟସଭାରେ (
https://or.wikipedia.org/wiki/WP:CS) ଏହି
ନୂଆ ଶିକ୍ଷଣକୁ ଅନ୍ତଭୁକ୍ତ କରାଯିବା ବାବଦରେ ଆଲୋଚନା କରାଯାଇଥିଲା । ଏକ ସାଇଟନୋଟିସ (
https://or.wikipedia.org/s/mxs) ବ୍ୟବହାର କରି ନୂଆ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ
କରାଯାଇ ସେମାନଙ୍କୁ ଏକ ଶିକ୍ଷଣ (
https://or.wikipedia.org/s/o7h) ଆଡ଼କୁ
ମୁହାଁଯିବ । ଏଥିରେ ସଭ୍ୟ ଜଣେ କିପରି ଉଇକିପିଡ଼ିଆର ସମ୍ପାଦନା ଶିଖିବା ପରେ ପ୍ରସଙ୍ଗସୂଚୀ
ଥିବା ଜନ୍ମତିଥି ପୃଷ୍ଠାକୁ ତାଙ୍କୁ ବାଟ କଢ଼ାଇନିଆଯିବ । ସେଠାରେ ସେ ପ୍ରସଙ୍ଗଟିଏ ବାଛି
ତାହାର ସମ୍ପାଦନା କରିବେ ।
କିଛି ମୁଖ୍ୟ ଲିଙ୍କ:
> ଜୁନ ୩ ତାରିଖରେ ହେବାକୁ ଥିବା ଗଣ-ସମ୍ପାଦନା:
https://or.wikipedia.org/s/onj
2014-05-24 22:17 GMT+05:30 Subhashish Panigrahi <subhashish(a)cis-india.org>rg>:
କହନା କହନା ସେକଥା, ମୋ ନେଟ କଟୁଥିଲା । ମୁଁ ତରବରରେ ଯାହା
ମିିଳିଲା ପଠେଇଦେଇଛି :)
2014-05-24 18:59 GMT+05:30 ansuman <ansumang(a)gmail.com>om>:
Hey tu para Gyana bhainanku kahuthilu shortlink use kariba pain!
"WP", "User" use karuna kana pain?
Ansuman
2014-05-24 18:36 GMT+05:30 Subhashish Panigrahi <psubhashish(a)gmail.com>om>:
ସଭିଙ୍କୁ ଓଳଗି,
୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି
ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା
।
ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ
ସୁଧାରିବାର ଯୋଜନା ହୋଇଛି
।
କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି
ରାତି ୮ ଘଟିକାରେ ଆମେ ମାନେ IRC
ରେ
ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ
#wikipedia<
https://www.facebook.com/hashtag/wikipedia?source=feed_text&story_id=72…
-or
ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
*ଚାଟରେ ଯୋଗଦେବା ପାଇଁ ଲିଙ୍କ:
http://webchat.freenode.net/?channels=wikipedia-or
<http://webchat.freenode.net/?channels=wikipedia-or>*
ଆଲୋଚନାର ବିଷୟବସ୍ତୁ:
- ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା
ତିଆରି
କରିବାର ମୁଖ୍ୟ ଦାୟୀତ୍ୱ ନେବେ)
- ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର
ଉଦ୍ଘାଟନ
ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
- ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ
ଜଣ
ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
- ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
https://or.wikipedia.org/wiki/User:Psubhashish/Chatasabha)
<
https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9…
--
ସୁଭ
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
--
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
@psubhashish
--
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
@psubhashish