ଆସନ୍ତା ୧୧ ତାରିଖରେ ରାତି ୮ଟାରେ IRC ଆଲୋଚନା ହବାକୁ ଯାଉଛି । ଆଲୋଚନାର ବିଷୟ ପରେ
ଜଣାଇଦିଆଯିବ । ଭାଗନେବାକୁ ଥିବା ଉଇକିଆଳି ନିଜ ନାମ ଏହି ପାରା ରେ ଲେଖେଇବାକୁ ଅନୁରୋଧ।
IRC ବିବରଣୀ:
Channel: #Wikimedia-or
Date: ଜୁଲାଇ ୧୧, ୨୦୧୪ (ଶୁକ୍ରବାର)
Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ
--
ଧନ୍ୟବାଦ ର ସହ
ଦୀପ୍ତିମାନ
Show replies by date