କହନା କହନା ସେକଥା, ମୋ ନେଟ କଟୁଥିଲା । ମୁଁ ତରବରରେ ଯାହା ମିିଳିଲା ପଠେଇଦେଇଛି :)
2014-05-24 18:59 GMT+05:30 ansuman <ansumang(a)gmail.com>om>:
Hey tu para Gyana bhainanku kahuthilu shortlink use
kariba pain!
"WP", "User" use karuna kana pain?
Ansuman
2014-05-24 18:36 GMT+05:30 Subhashish Panigrahi <psubhashish(a)gmail.com>om>:
ସଭିଙ୍କୁ ଓଳଗି,
୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି
ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା ।
ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି ।
କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC
ରେ
ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ
#wikipedia<
https://www.facebook.com/hashtag/wikipedia?source=feed_text&story_id=72…
-or
ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
*ଚାଟରେ ଯୋଗଦେବା ପାଇଁ ଲିଙ୍କ:
http://webchat.freenode.net/?channels=wikipedia-or
<http://webchat.freenode.net/?channels=wikipedia-or>*
ଆଲୋଚନାର ବିଷୟବସ୍ତୁ:
- ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି
କରିବାର ମୁଖ୍ୟ ଦାୟୀତ୍ୱ ନେବେ)
- ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର
ଉଦ୍ଘାଟନ
ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
- ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ
ଜଣ
ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
- ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
https://or.wikipedia.org/wiki/User:Psubhashish/Chatasabha)
<
https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9…
--
ସୁଭ
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
--
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
@psubhashish