ଓଡ଼ିଆ
ଉଇକିପିଡ଼ିଆ<http://or.wikipedia.org/wiki/%E0%AC%AA%E0%AD%8D%E0%AC%B0%E0%A…
ଜୁନରେ ଆରମ୍ଭ ହୋଇ ଥିଲେ ହେଁ ଏଯାଏଁ ମାତ୍ର ୭୭୦ ଟି ପ୍ରସଙ୍ଗରେ ସୀମିତ ହୋଇ ରହିଛି
ଯାହା ପଛରେ ଓଡ଼ିଆ ଉଇକିପିଡ଼ିଆ ସଙ୍ଘର ଭୂମିକା ହିଁ ଏହାକୁ ଆଗକୁ ନେଇପାରିବ । ଅଧିକରୁ
ଅଧିକରୁ ଲୋକଙ୍କୁ ଏଥିରେ ଲେଖା ଲେଖି ପାଇଁ ଉତ୍ସାହିତ କରିବା ଓ ଅଧିକ କର୍ମଶାଳା ମାଧ୍ୟମରେ
ଏହାକୁ ବାକି ଉଇକିପିଡ଼ିଆ ଭଳି ସମୃଦ୍ଧ କରାଯାଇପାରିବ । ଓଡ଼ିଆ ଉଇକିପିଡ଼ିଆର ଚତୁର୍ଥ ମେଳଣ
ଯାହା ବେଙ୍ଗାଳୁରୁ ଠାରେ ଆୟୋଜିତ ହେବାକୁ ଯାଉଛି ତାହା ନିମନ୍ତେ ଆପଣଙ୍କୁ ଆମନ୍ତ୍ରଣ
କରୁଅଛୁ ।
ଠିକଣା ଓ ସମୟ:
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି <http://cis-india.org/>
The Centre for Internet and Society <http://cis-india.org/>
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka
ଏଠାରେ ସବିଶେଷ ଦେଖନ୍ତୁ <http://or.wikipedia.org/wiki/WP:WPOMBL2>।
Hi,
Odia Wikipedia is organising its 4th Meetup and 2nd meetup in Bangalore.
Please do attend this on this Sunday at 3pm, CIS, Domlur, Bangalore.
Check more details at
http://or.wikipedia.org/wiki/WP:WPOMBL2
--
*
ସୁଭପାSubhashishPanigrahi
ଓଡ଼ିଆ ଉଇକିପିଡ଼ିଆ
_______________________________________________
Wikipedia Odia (Oriya) mailing list
wikipedia-or(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
facebook.com/OdiaWiki
Tweet @OdiaWiki
*