ଓଡ଼ିଆ ଉଇକିପିଡ଼ିଆ ୨୦୦୨ ଜୁନରେ ଆରମ୍ଭ ହୋଇ ଥିଲେ ହେଁ ଏଯାଏଁ ମାତ୍ର ୭୭୦ ଟି ପ୍ରସଙ୍ଗରେ ସୀମିତ ହୋଇ ରହିଛି ଯାହା ପଛରେ ଓଡ଼ିଆ ଉଇକିପିଡ଼ିଆ ସଙ୍ଘର ଭୂମିକା ହିଁ ଏହାକୁ ଆଗକୁ ନେଇପାରିବ । ଅଧିକରୁ ଅଧିକରୁ ଲୋକଙ୍କୁ ଏଥିରେ ଲେଖା ଲେଖି ପାଇଁ ଉତ୍ସାହିତ କରିବା ଓ ଅଧିକ କର୍ମଶାଳା ମାଧ୍ୟମରେ ଏହାକୁ ବାକି ଉଇକିପିଡ଼ିଆ ଭଳି ସମୃଦ୍ଧ କରାଯାଇପାରିବ । ଓଡ଼ିଆ ଉଇକିପିଡ଼ିଆର ଚତୁର୍ଥ ମେଳଣ ଯାହା ବେଙ୍ଗାଳୁରୁ ଠାରେ ଆୟୋଜିତ ହେବାକୁ ଯାଉଛି ତାହା ନିମନ୍ତେ ଆପଣଙ୍କୁ ଆମନ୍ତ୍ରଣ କରୁଅଛୁ ।

ଠିକଣା ଓ ସମୟ:
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି
The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka

ଏଠାରେ ସବିଶେଷ ଦେଖନ୍ତୁ

Hi,

Odia Wikipedia is organising its 4th Meetup and 2nd meetup in Bangalore. Please do attend this on this Sunday at 3pm, CIS, Domlur, Bangalore.

Check more details at http://or.wikipedia.org/wiki/WP:WPOMBL2
--
ସୁଭପାSubhashishPanigrahi
ଓଡ଼ିଆ ଉଇକିପିଡ଼ିଆ
_______________________________________________
Wikipedia Odia (Oriya) mailing list
wikipedia-or@lists.wikimedia.org
https://lists.wikimedia.org/mailman/listinfo/wikipedia-or

facebook.com/OdiaWiki
Tweet @OdiaWiki