ଓଡ଼ିଆ ଉଇକିପିଡ଼ିଆhttp://or.wikipedia.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE୨୦୦୨ ଜୁନରେ ଆରମ୍ଭ ହୋଇ ଥିଲେ ହେଁ ଏଯାଏଁ ମାତ୍ର ୭୭୦ ଟି ପ୍ରସଙ୍ଗରେ ସୀମିତ ହୋଇ ରହିଛି ଯାହା ପଛରେ ଓଡ଼ିଆ ଉଇକିପିଡ଼ିଆ ସଙ୍ଘର ଭୂମିକା ହିଁ ଏହାକୁ ଆଗକୁ ନେଇପାରିବ । ଅଧିକରୁ ଅଧିକରୁ ଲୋକଙ୍କୁ ଏଥିରେ ଲେଖା ଲେଖି ପାଇଁ ଉତ୍ସାହିତ କରିବା ଓ ଅଧିକ କର୍ମଶାଳା ମାଧ୍ୟମରେ ଏହାକୁ ବାକି ଉଇକିପିଡ଼ିଆ ଭଳି ସମୃଦ୍ଧ କରାଯାଇପାରିବ । ଓଡ଼ିଆ ଉଇକିପିଡ଼ିଆର ଚତୁର୍ଥ ମେଳଣ ଯାହା ବେଙ୍ଗାଳୁରୁ ଠାରେ ଆୟୋଜିତ ହେବାକୁ ଯାଉଛି ତାହା ନିମନ୍ତେ ଆପଣଙ୍କୁ ଆମନ୍ତ୍ରଣ କରୁଅଛୁ ।
ଠିକଣା ଓ ସମୟ: ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି http://cis-india.org/ The Centre for Internet and Society http://cis-india.org/ No. 194, 2nd 'C' Cross, 4th Main Domlur 2nd Stage Opposite to Domlur Club Bangalore 560 071 Karnataka
ଏଠାରେ ସବିଶେଷ ଦେଖନ୍ତୁ http://or.wikipedia.org/wiki/WP:WPOMBL2।
Hi,
Odia Wikipedia is organising its 4th Meetup and 2nd meetup in Bangalore. Please do attend this on this Sunday at 3pm, CIS, Domlur, Bangalore.
Check more details at http://or.wikipedia.org/wiki/WP:WPOMBL2
wikipedia-or@lists.wikimedia.org