ସୁଧୀଜନେ,
ଓଡ଼ିଆ ଉଇକିପିଡ଼ିଆର ବିକାଶ ନିମନ୍ତେ ସିଜୁ ଆଲେକ୍ସ, କନସଲଟାଣ୍ଟ, ଇଣ୍ଦିକ ଇନିସିଏଟିଭ୍ସ ଏକ ବିକାଶ ପ୍ରସଙ୍ଗ *ଆଲୋଚନା ସଭାhttp://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:VP *ରେ ପ୍ରକାଶ କରିଛନ୍ତି, ଦୟାକରି ଆପଣ ଏଥିରେ ନିଜ ଅଭିମତ ରଖନ୍ତୁ ଓ ଆପଣ କିଛି ନୂଆ ମତ ଏଥିରେ ଦେବାକୁ ଚାହୁଁଥିଲେ ଏଠାକୁhttp://or.wikipedia.org/wiki/WP:VP#Spreading_the_wings_of_Odia_community ଯାଇ ଦିଅନ୍ତୁ ଯାହା ଫଳରେ ସେ ଏହାକୁ ଅଧିକ ଲୋକାଭୁମୁଖୀ କରିପାରିବେ ଓ ଆମେ ଏହି ଅଭିଯାନକୁ ଆଗକୁ ନେଇପାରିବା ।
*
ସୁ ଭ
*
* S u b h a *
*ଓଡ଼ିଆଉଇକିପିଡ଼ିଆ*
*O d i a W i k i M a i l i n g l i s t*https://lists.wikimedia.org/mailman/listinfo/wikipedia-or http://facebook.com/subhashishp http://twitter.com/subhashishphttp://or.wikipedia.org
wikipedia-or@lists.wikimedia.org