ସୁଧୀଜନେ, 

ଓଡ଼ିଆ ଉଇକିପିଡ଼ିଆର ବିକାଶ ନିମନ୍ତେ ସିଜୁ ଆଲେକ୍ସ, କନସଲଟାଣ୍ଟ, ଇଣ୍ଦିକ ଇନିସିଏଟିଭ୍ସ ଏକ ବିକାଶ ପ୍ରସଙ୍ଗ ଆଲୋଚନା ସଭାରେ ପ୍ରକାଶ କରିଛନ୍ତି, ଦୟାକରି ଆପଣ ଏଥିରେ ନିଜ ଅଭିମତ ରଖନ୍ତୁ ଓ ଆପଣ କିଛି ନୂଆ ମତ ଏଥିରେ ଦେବାକୁ ଚାହୁଁଥିଲେ ଏଠାକୁ ଯାଇ ଦିଅନ୍ତୁ ଯାହା ଫଳରେ ସେ ଏହାକୁ ଅଧିକ ଲୋକାଭୁମୁଖୀ କରିପାରିବେ ଓ ଆମେ ଏହି ଅଭିଯାନକୁ ଆଗକୁ ନେଇପାରିବା ।

               ସୁ ଭ 
            S u b h a 
ଓଡ଼ିଆଉଇକିପିଡ଼ିଆ
O d i a W i k i M a i l i n g l i s t