ଆଦରର ଓଡ଼ିଆ ଉଇକିଆଳି ଗଣ,
ଆସନ୍ତା ରବିବାର (୧୭ ମାର୍ଚ୍ଚ, ୨୦୧୩) ଏକ ଭୁବନେଶ୍ୱର କର୍ମଶାଳାର ପ୍ରସ୍ତାବ
ରହିଅଛି । ସୁଭାସିସ ପାଣିଗ୍ରାହୀ, ଡା ସୁବାସ ଚନ୍ଦ୍ର ରାଉତ, ଜ୍ଞାନ ସାହୁ,
ଶିତିକଣ୍ଠ ଦାଶ, ଶ୍ୱେତପଦ୍ମା ଶତପଥୀ ଏବଂ ମୁଁ ଉପସ୍ଥିତ ରହିବୁ । ଆଗ୍ରହୀ ଉଇକିଆଳି
ଗଣ ଏହି "ମେଲ" ରେ ଉତ୍ତର ଦେବାକୁ ଅନୁରୋଧ କରୁଛି ।
Hello Odia Wikipedians,
This Sunday i.e. on 17th March, 2013 we are planing for a meet up at
Bhubaneswar. Subhashish Panigrahi, Dr. Subas Ch. Rout, Gyan Sahu,
Shitikantha Dash, Swetapadma Satpathy and I will be there. Interested
wikipedians are requested to reply in this thread.
--
With Regards:
ଗୋର୍ବାଚୋଭ ପୋଥାଳ
Gorvachove Pothal
CSE, IIT Kharagpur
Cell: (+91) 954 714 5966