ଆଦରର ଓଡ଼ିଆ ଉଇକିଆଳି ଗଣ,
ଆସନ୍ତା ରବିବାର (୧୭ ମାର୍ଚ୍ଚ, ୨୦୧୩) ଏକ ଭୁବନେଶ୍ୱର କର୍ମଶାଳାର ପ୍ରସ୍ତାବ ରହିଅଛି । ସୁଭାସିସ ପାଣିଗ୍ରାହୀ, ଡା ସୁବାସ ଚନ୍ଦ୍ର ରାଉତ, ଜ୍ଞାନ ସାହୁ, ଶିତିକଣ୍ଠ ଦାଶ, ଶ୍ୱେତପଦ୍ମା ଶତପଥୀ ଏବଂ ମୁଁ ଉପସ୍ଥିତ ରହିବୁ । ଆଗ୍ରହୀ ଉଇକିଆଳି ଗଣ ଏହି "ମେଲ" ରେ ଉତ୍ତର ଦେବାକୁ ଅନୁରୋଧ କରୁଛି ।
Hello Odia Wikipedians,
This Sunday i.e. on 17th March, 2013 we are planing for a meet up at Bhubaneswar. Subhashish Panigrahi, Dr. Subas Ch. Rout, Gyan Sahu, Shitikantha Dash, Swetapadma Satpathy and I will be there. Interested wikipedians are requested to reply in this thread.
-- With Regards:
ଗୋର୍ବାଚୋଭ ପୋଥାଳ Gorvachove Pothal CSE, IIT Kharagpur Cell: (+91) 954 714 5966