ନମସ୍କାର, ଆଜି *କ୍ରୀଡା ଓ ଯୁବ ସେବା ବିଭାଗ* ସହ ମିଶି ଆୟୋଜିତ ହେଇଥିବା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପ ଗଣସମ୍ପାଦନାରେ ପୁରୀ ଓ ଭୁବନେଶ୍ବରରୁ ୯ ଜଣ ଉଇକିଆଳି ଭାଗ ନେଇଥିଲେ । ଏହି ଗଣସମ୍ପାଦନାରେ ଓଡ଼ିଆ ଓ ଇଂରାଜୀ ଉଇକିପିଡିଆରେ ୧୫ରୁ ଅଧିକ ଲେଖା ସମ୍ପାଦନା କରାଯାଇଥିଲା ।
ଏହି ଗଣସମ୍ପାଦନା ଦ୍ଵାରା ଏସୀୟ ଆଥଲେଟିକ୍ସ ଚ୍ୟାମ୍ପିୟନସିପର ଅଫିସିଆଲ ୱେବସାଇଟରେ CC-BY-SA 4.0 ଲାଇସେନ୍ସ ଯୋଡ଼ାଯାଇଛି । (odisha2017.games)
----------- *Sailesh Patnaik* "*ଶୈଳେଶ ପଟ୍ଟନାୟକ*" Programme Associate, Access To Knowledge Centre for Internet and Society Phone: +91-7537097770 *LinkedIn* : https://www.linkedin.com/in/sailesh-patnaik-551a10b4 *Twitter* : @saileshpat
"Imagine a world in which every single human being can freely share in the sum of all knowledge. Help us make it a reality"
wikipedia-or@lists.wikimedia.org