ସଭିଙ୍କୁ ଓଳଗି,
୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା । ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି । କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC ରେ ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ #wikipediahttps://www.facebook.com/hashtag/wikipedia?source=feed_text&story_id=722833671093520-or ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
*ଚାଟରେ ଯୋଗଦେବା ପାଇଁ ଲିଙ୍କ: http://webchat.freenode.net/?channels=wikipedia-or http://webchat.freenode.net/?channels=wikipedia-or*
ଆଲୋଚନାର ବିଷୟବସ୍ତୁ:
- ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି କରିବାର ମୁଖ୍ୟ ଦାୟୀତ୍ୱ ନେବେ) - ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର ଉଦ୍ଘାଟନ ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା - ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ ଜଣ ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ) - ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ ( https://or.wikipedia.org/wiki/User:Psubhashish/Chatasabha) https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%E0%AC%BE%E0%AC%B0%E0%AC%95%E0%AC%BE%E0%AC%B0%E0%AD%80:Psubhashish/Chatasabha
--
ସୁଭ
Hey tu para Gyana bhainanku kahuthilu shortlink use kariba pain!
"WP", "User" use karuna kana pain?
Ansuman
2014-05-24 18:36 GMT+05:30 Subhashish Panigrahi psubhashish@gmail.com:
ସଭିଙ୍କୁ ଓଳଗି,
୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା । ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି । କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC ରେ ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ #wikipedia< https://www.facebook.com/hashtag/wikipedia?source=feed_text&story_id=722...
-or
ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
*ଚାଟରେ ଯୋଗଦେବା ପାଇଁ ଲିଙ୍କ: http://webchat.freenode.net/?channels=wikipedia-or http://webchat.freenode.net/?channels=wikipedia-or*
ଆଲୋଚନାର ବିଷୟବସ୍ତୁ:
- ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି
କରିବାର ମୁଖ୍ୟ ଦାୟୀତ୍ୱ ନେବେ)
- ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର ଉଦ୍ଘାଟନ
ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
- ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ ଜଣ
ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
- ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
https://or.wikipedia.org/wiki/User:Psubhashish/Chatasabha) < https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%...
--
ସୁଭ _______________________________________________ Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
କହନା କହନା ସେକଥା, ମୋ ନେଟ କଟୁଥିଲା । ମୁଁ ତରବରରେ ଯାହା ମିିଳିଲା ପଠେଇଦେଇଛି :)
2014-05-24 18:59 GMT+05:30 ansuman ansumang@gmail.com:
Hey tu para Gyana bhainanku kahuthilu shortlink use kariba pain!
"WP", "User" use karuna kana pain?
Ansuman
2014-05-24 18:36 GMT+05:30 Subhashish Panigrahi psubhashish@gmail.com:
ସଭିଙ୍କୁ ଓଳଗି,
୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା । ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି । କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC
ରେ
ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ #wikipedia<
https://www.facebook.com/hashtag/wikipedia?source=feed_text&story_id=722...
-or
ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
*ଚାଟରେ ଯୋଗଦେବା ପାଇଁ ଲିଙ୍କ: http://webchat.freenode.net/?channels=wikipedia-or http://webchat.freenode.net/?channels=wikipedia-or*
ଆଲୋଚନାର ବିଷୟବସ୍ତୁ:
- ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି
କରିବାର ମୁଖ୍ୟ ଦାୟୀତ୍ୱ ନେବେ)
- ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର
ଉଦ୍ଘାଟନ
ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
- ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ
ଜଣ
ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
- ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
https://or.wikipedia.org/wiki/User:Psubhashish/Chatasabha) <
https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%...
--
ସୁଭ _______________________________________________ Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
ଏହି IRC ରେ ହୋଇଥିବା ଆଲୋଚନାର ସାଂରାଶ ଏଠାରେ ଦିଆଗଲା: https://or.wikipedia.org/s/onw ସବିଶେଷ ଏହି ପୃଷ୍ଠାରେ ପଢ଼ିବା ସହ ତାହାର ଆଲୋଚନା ପୃଷ୍ଠାରେ ମତ ମଧ୍ୟ ଦେଇପାରିବେ ।
- ଏଥିରେ ଭାଗ ନେଇଥିବା ୧୧ ଜଣ ଉଇକିଆଳିଙ୍କ ମଧ୍ୟରୁ ଦଶ ଜଣ ସକ୍ରିୟ ଭାବେ ଆଲୋଚନାରେ ଭାଗ ନେଇଥିଲେ । - ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ଦ୍ୱାଦଶ ଜନ୍ମତିଥି ଗଣ-ସମ୍ପାଦନା କରିବା ବାବଦରେ ଆଲୋଚନା ହୋଇଥିଲା । - ଏଥିରେ ଅଭିଜ୍ଞ ଓ ନୂଆ ଉଇକିଆଳିମାନେ ମିଶି ଓଡ଼ିଶାର ମହାମନିଷୀ ଓ ଇତିହାସ ସମ୍ବନ୍ଧିତ ପ୍ରସଙ୍ଗମାନଙ୍କର ମାନରେ ଉନ୍ନତି କରିବେ । - ମୂଳ ଲକ୍ଷ୍ୟ ଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ତାହାର ମାନ ଉନ୍ନତ କରିବା ଥିଲେ ହେଁ ନୂଆ ପ୍ରସଙ୍ଗମାନ ମଧ୍ୟ ତିଆରି କରାଯିବ । - ଉଇକିଆଳି ମୃତ୍ୟୁଞ୍ଜୟ କର ଓଡ଼ିଶାର ମହାମନିଷୀ ଓ ଆଦିତ୍ୟ ମହାର ଓଡ଼ିଶାର ଇତିହାସ ସମ୍ବନ୍ଧରେ ପ୍ରସଙ୍ଗସୂଚୀ ଗଠନ ଦାୟୀତ୍ୱରେ ରହିବେ । - ଯଦି କିଛି ଉପ ଯୋଗୀ ପ୍ରସଙ୍ଗ ଆଗରୁ ନାହଁ ତାହା ମଧ୍ୟ ତାଲିକାରେ ରହିବ । - ପ୍ରତି ଉଇକିଆଳି ୧୦ଟି ଲେଖାଏ ପ୍ରସଙ୍ଗ ବାଛିନେବେ ଯହିଁରେ ସେମାନେ ତଥ୍ୟ ଓ ଆଧାର ଯୋଡ଼ି ତାହାକୁ ଉନ୍ନତ କରିବେ । - ଏହି ଗଣ-ସମ୍ପାଦନା ଜୁନ ୩ ତାରିଖରୁ ଆରମ୍ଭ ହୋଇ ୨ ସପ୍ତାହ ଯାଏ ଚାଲିବ । ଆଗ୍ରହୀ ସଭ୍ୟ ଏହି ଲିଙ୍କରେ (https://or.wikipedia.org/s/onj) ଯାଇ ନିଜର ନାମ ଓ କେଉଁ ପ୍ରସଙ୍ଗରେ କାମ କରିବାକୁ ଇଚ୍ଛୁକ ତାହା ଉଲ୍ଲେଖ କରି ସମ୍ପାଦନା ଆରମ୍ଭ କରିପାରିବେ । - ଉପର ଲିଙ୍କରେ ଥିବା ପୃଷ୍ଠାରେ ପ।।ସଙ୍ଗ ସୂଚୀରେ କେଉଁ ବହିରୁ ତଥ୍ୟ ନେଇ ବ୍ୟବହାର କରିବେ ତାହା ଉଲ୍ଲେଖ କରାଯାଇଛି । - ଏଥି ସମ୍ବନ୍ଧିତ କିଛି ପ୍ରଶ୍ନ ଆଲୋଚନା ପୃଷ୍ଠାରେ ପଚାରିପାରିବେ: https://or.wikipedia.org/s/opl - ସମୟ ଅନ୍ତ ହେବାରୁ ଶିକ୍ଷଣ ବାବଦରେ ଆଲୋଚନାରେ ସମସ୍ତେ ଭାଗ ନେଇପାରି ନଥିଲେ । ତେବେ, ଏବେର ଉଇକିପିଡ଼ିଆ:ଚାଟସଭାରେ (https://or.wikipedia.org/wiki/WP:CS) ଏହି ନୂଆ ଶିକ୍ଷଣକୁ ଅନ୍ତଭୁକ୍ତ କରାଯିବା ବାବଦରେ ଆଲୋଚନା କରାଯାଇଥିଲା । ଏକ ସାଇଟନୋଟିସ ( https://or.wikipedia.org/s/mxs) ବ୍ୟବହାର କରି ନୂଆ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସେମାନଙ୍କୁ ଏକ ଶିକ୍ଷଣ (https://or.wikipedia.org/s/o7h) ଆଡ଼କୁ ମୁହାଁଯିବ । ଏଥିରେ ସଭ୍ୟ ଜଣେ କିପରି ଉଇକିପିଡ଼ିଆର ସମ୍ପାଦନା ଶିଖିବା ପରେ ପ୍ରସଙ୍ଗସୂଚୀ ଥିବା ଜନ୍ମତିଥି ପୃଷ୍ଠାକୁ ତାଙ୍କୁ ବାଟ କଢ଼ାଇନିଆଯିବ । ସେଠାରେ ସେ ପ୍ରସଙ୍ଗଟିଏ ବାଛି ତାହାର ସମ୍ପାଦନା କରିବେ ।
କିଛି ମୁଖ୍ୟ ଲିଙ୍କ:
ଜୁନ ୩ ତାରିଖରେ ହେବାକୁ ଥିବା ଗଣ-ସମ୍ପାଦନା: https://or.wikipedia.org/s/onj
ଚାଟସଭାର: https://or.wikipedia.org/wiki/WP:CS
ଶିକ୍ଷଣ: https://or.wikipedia.org/s/o7h
2014-05-24 22:17 GMT+05:30 Subhashish Panigrahi subhashish@cis-india.org:
କହନା କହନା ସେକଥା, ମୋ ନେଟ କଟୁଥିଲା । ମୁଁ ତରବରରେ ଯାହା ମିିଳିଲା ପଠେଇଦେଇଛି :)
2014-05-24 18:59 GMT+05:30 ansuman ansumang@gmail.com:
Hey tu para Gyana bhainanku kahuthilu shortlink use kariba pain!
"WP", "User" use karuna kana pain?
Ansuman
2014-05-24 18:36 GMT+05:30 Subhashish Panigrahi psubhashish@gmail.com:
ସଭିଙ୍କୁ ଓଳଗି,
୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ସମ୍ପାଦନା ହୋଇଥିଲା । ଏହି ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା ହୋଇଥିଲା
।
ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର ଯୋଜନା ହୋଇଛି
।
କିପରି ଏହି ଗଣ-ସମ୍ପାଦନା କରାଯିବ ତା' ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC
ରେ
ଆଲୋଚନା କରିବୁ । ସମସ୍ତଙ୍କୁ ଅନୁରୋଧ #wikipedia<
https://www.facebook.com/hashtag/wikipedia?source=feed_text&story_id=722...
-or
ଚ୍ୟାନେଲରେ ଯୋଗଦେବା ନିମନ୍ତେ ।
*ଚାଟରେ ଯୋଗଦେବା ପାଇଁ ଲିଙ୍କ: http://webchat.freenode.net/?channels=wikipedia-or http://webchat.freenode.net/?channels=wikipedia-or*
ଆଲୋଚନାର ବିଷୟବସ୍ତୁ:
- ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା
ତିଆରି
କରିବାର ମୁଖ୍ୟ ଦାୟୀତ୍ୱ ନେବେ)
- ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର
ଉଦ୍ଘାଟନ
ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
- ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ
ଜଣ
ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
- ନୂଆମାନଙ୍କ ପାଇଁ ଏକ ସହଜ ଶିକ୍ଷଣ (
https://or.wikipedia.org/wiki/User:Psubhashish/Chatasabha) <
https://or.wikipedia.org/wiki/%E0%AC%AC%E0%AD%8D%E0%AD%9F%E0%AC%AC%E0%AC%B9%...
--
ସୁଭ _______________________________________________ Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
-- Best! Subhashish Panigrahi Programme Officer, Access To Knowledge Centre for Internet and Society @psubhashish
wikipedia-or@lists.wikimedia.org