ହୋଲି ପର୍ବ ଅବସରରେ ଅନେକ ଶୁଭ କାମନା
ଓଡିଆ ଉଇକିପିଡ଼ିଆ ଏବଂ ଅନ୍ୟାନ application ରେ କିଛି ଓଡିଆ ଶବ୍ଦ ଅଖାଡୁଆ ଲାଗେ. ଧୀରେ ଧୀରେ ସେଗୁଡିକୁ ପରିବର୍ତ୍ତନ କଲେ କେମିତି ହୁଅନ୍ତା?
ଉଦାହରଣ ସ୍ଵରୁପ: "Show Preview" ପାଇଁ "ଦେଖଣା" ନ ହୋଇ "ପୁର୍ବଭାସ ଦେଖାନ୍ତୁ" ହେଲେ କେମିତି ହୁଅନ୍ତା?
- ଦେବୀପ୍ରସାଦ ସାହୁ
ଧନ୍ୟବାଦ ଭାଇ,
କିଛି ଅସୁବିଧା ନାହିଁ, ସମସ୍ତେ* ଏକମତ ହେଲେ ସଙ୍ଗେ ସଙ୍ଗେ ବଦଳାଯିବ :-)
"Preview" ର ଓଡ଼ିଆ "ପୁର୍ବଭାସ" କି ??
**ସମସ୍ତେ* ମାନେ ଅଧିକରୁ ଅଧିକ ସଚଳ ସଭ୍ୟ ଆଉ ନୂଆ ସଭ୍ୟ
2012/3/9 Debiprasad Sahoo debiprasad.s@gmail.com
ହୋଲି ପର୍ବ ଅବସରରେ ଅନେକ ଶୁଭ କାମନା
ଓଡିଆ ଉଇକିପିଡ଼ିଆ ଏବଂ ଅନ୍ୟାନ application ରେ କିଛି ଓଡିଆ ଶବ୍ଦ ଅଖାଡୁଆ ଲାଗେ. ଧୀରେ ଧୀରେ ସେଗୁଡିକୁ ପରିବର୍ତ୍ତନ କଲେ କେମିତି ହୁଅନ୍ତା?
ଉଦାହରଣ ସ୍ଵରୁପ: "Show Preview" ପାଇଁ "ଦେଖଣା" ନ ହୋଇ "ପୁର୍ବଭାସ ଦେଖାନ୍ତୁ" ହେଲେ କେମିତି ହୁଅନ୍ତା?
- ଦେବୀପ୍ରସାଦ ସାହୁ
Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
ଅଂଶୁମାନ * ଓଡ଼ିଆ ଉଇକିପିଡ଼ିଆ * http://twitter.com/smileyansu * http://en.wikipedia.org/wiki/User:ansumang * * _______________________________________________ * * Wikipedia Odia (Oriya) mailing list wikipedia-or@lists.wikimedia.org https://lists.wikimedia.org/mailman/listinfo/wikipedia-or facebook.com/OdiaWiki Tweet @OdiaWiki *
ଏବେକା ଚଳଣୀ ରେ ଯେଉଁ ଶବ୍ଦ ବ୍ୟବହାର ହେଇଉଛି ତାହା ବ୍ୟବହାର କଲେ ଭଲ....ଯେପରି ହଳନ୍ତ୍ ....କିନ୍ତୁ ଏପରି କଲେ ଆମ ପ୍ରକୃତ ଓଡିଆ ଆଉ ରହିବ ନାହିଁ..... ଦେଖଣା ଟି ଠିକ୍ ମାତ୍ର ସବୁ ଭାଇମାନେ ଯାହା ନିଷ୍ଫତି ନେବେ.......
ପୂର୍ବାଭାସ ଟା Recap.. ଏଇଟା Preview ନୁହେଁ.. ଦେଖଣା ଟା ଠିକ..
ସଁବି ଭାଇ ଠିକ କଥା । ପୂର୍ବାଭାସ ଟା Recap । Preview ର ଠିକ ଓଡିଆ ହେଉଛି 'ପୁର୍ବାବଲୋକନ' । 'ପୁର୍ବାବଲୋକନ' କଲେ ଠିକ ହେବକି?
2012/3/10 Swmbi Mwhatw mwhatw@gmail.com
ପୂର୍ବାଭାସ ଟା Recap.. ଏଇଟା Preview ନୁହେଁ.. ଦେଖଣା ଟା ଠିକ..
-- ସଁବି ମହାତ
Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
ହଁ ହଁ ପୁର୍ବାବଲୋକନ ଟା ଠିକ.. ହେଲେ 'ଦେଖଣା' ଭଳି ଯଦି କିଛି ସରଳ ଓଡ଼ିଆ ଶବ୍ଦ ଅଛି ତାହେଲେ ଟିକେ କହିବେ.. ପୁର୍ବାବଲୋକନ ଟା ଏତେ ଜଟିଳ ଲାଗୁଛି ଯେ ତା ଅପେକ୍ଷା ଓଡ଼ିଆ ଅକ୍ଷରରେ 'ପ୍ରିଭିଉ' ବୋଲି ଲେଖିଲେ ବୋଧେ ଭଲ ହବ.. ଆରାମରେ ବୁଝା ପଡ଼ିବ.. କାରଣ ଆମର ଏଠି ଅନୁବାଦ କରିବାର ଗୋଟାଏ ବୋଲି ଉଦ୍ଦେଶ୍ୟ - ଅର୍ଥ ବୁଝା ପଡ଼ିବା ଦରକାର.. ମୋଜିଲା ଫାଏରଫକ୍ସ ଓଡ଼ିଆ କି ଗୁଗୁଲ ଓଡ଼ିଆ କି ଉବୁଣ୍ଟୁ ଓଡ଼ିଆ ଭଳି ଓଡ଼ିଆ ଅନୁବାଦ ନ କରିବାଟା ଭଲ ମୋ ମତରେ..
khub vala heba . kebala purbabhasa hele manda hebani.
Prof. N. Satapathy Rtd. HOD ORIYA Ravenshaw University, ORISSA C1167, Sector - 6, CDA Markat Nagar, Cuttack - 753014 Phone 09937168660 (M) / 06712604822 (R)
--- On Fri, 3/9/12, Debiprasad Sahoo debiprasad.s@gmail.com wrote:
From: Debiprasad Sahoo debiprasad.s@gmail.com Subject: [Wikipedia-OR] ଶବ୍ଦ ପରିବର୍ତ୍ତନ To: Wikipedia-OR@lists.wikimedia.org Date: Friday, March 9, 2012, 5:13 AM
ହୋଲି ପର୍ବ ଅବସରରେ ଅନେକ ଶୁଭ କାମନା
ଓଡିଆ ଉଇକିପିଡ଼ିଆ ଏବଂ ଅନ୍ୟାନ application ରେ କିଛି ଓଡିଆ ଶବ୍ଦ ଅଖାଡୁଆ ଲାଗେ. ଧୀରେ ଧୀରେ ସେଗୁଡିକୁ ପରିବର୍ତ୍ତନ କଲେ କେମିତି ହୁଅନ୍ତା?
ଉଦାହରଣ ସ୍ଵରୁପ: "Show Preview" ପାଇଁ "ଦେଖଣା" ନ ହୋଇ "ପୁର୍ବଭାସ ଦେଖାନ୍ତୁ" ହେଲେ କେମିତି ହୁଅନ୍ତା?
- ଦେବୀପ୍ରସାଦ ସାହୁ -----Inline Attachment Follows-----
_______________________________________________ Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
ପୂର୍ବାଭାସ ଟା Recap । Preview ର ଠିକ ଓଡିଆ ହେଉଛି 'ପୁର୍ବାବଲୋକନ' । 'ପୁର୍ବାବଲୋକନ' କଲେ ଠିକ ହେବକି?
2012/3/31 Natabar Satapathy profnsatapathy@yahoo.com
khub vala heba . kebala purbabhasa hele manda hebani.
*Prof. N. Satapathy* *Rtd. HOD ORIYA* *Ravenshaw University, ORISSA* ** *C1167, Sector - 6, CDA* *Markat Nagar, Cuttack - 753014* ** *Phone 09937168660 (M) / 06712604822 (R)*
*
--- On *Fri, 3/9/12, Debiprasad Sahoo debiprasad.s@gmail.com* wrote:
From: Debiprasad Sahoo debiprasad.s@gmail.com Subject: [Wikipedia-OR] ଶବ୍ଦ ପରିବର୍ତ୍ତନ To: Wikipedia-OR@lists.wikimedia.org Date: Friday, March 9, 2012, 5:13 AM
ହୋଲି ପର୍ବ ଅବସରରେ ଅନେକ ଶୁଭ କାମନା
ଓଡିଆ ଉଇକିପିଡ଼ିଆ ଏବଂ ଅନ୍ୟାନ application ରେ କିଛି ଓଡିଆ ଶବ୍ଦ ଅଖାଡୁଆ ଲାଗେ. ଧୀରେ ଧୀରେ ସେଗୁଡିକୁ ପରିବର୍ତ୍ତନ କଲେ କେମିତି ହୁଅନ୍ତା?
ଉଦାହରଣ ସ୍ଵରୁପ: "Show Preview" ପାଇଁ "ଦେଖଣା" ନ ହୋଇ "ପୁର୍ବଭାସ ଦେଖାନ୍ତୁ" ହେଲେ କେମିତି ହୁଅନ୍ତା?
- ଦେବୀପ୍ରସାଦ ସାହୁ
-----Inline Attachment Follows-----
Wikipedia-OR mailing list Wikipedia-OR@lists.wikimedia.orghttp://us.mc459.mail.yahoo.com/mc/compose?to=Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
କିନ୍ତୁ ପୂର୍ବାଭାସଟା preview ନୁହେଁ, ଏହା Recap.. ତା ଛଡ଼ା ଓଡ଼ିଆ ଭାଷାକୁ ଆଜି ତାରିଖରେ ଯଦି ଅଧିକରୁ ଅଧିକ ଲୋକପ୍ରିୟ କରିବାକୁ ଆମେ ଚାହୁଁଛେ, ତାହେଲେ ଆମକୁ 'ଦେଖଣା' ଭଳି ଯୁକ୍ତାକ୍ଷର ନଥିବା ଶବ୍ଦଗୁଡ଼ିକୁ ଆଦରି ନେବାକୁ ପଡ଼ିବ.. ନ ହେଲେ ସେମିତି ଯୁକ୍ତାକ୍ଷର ବହୁଳ ଶବ୍ଦର ପ୍ରାଚୁର୍ଯ୍ୟ ଦେଖି ଯେ କେହି ଓଡ଼ିଆ ଭାଷୀ (ମୋ ଭଳି) ଆଗଭଳି ଇଙ୍ଗ୍ଲିସ ଭାଷାରେ କାମ କରିବାକୁ ପସନ୍ଦ କରିବ.. ତେଣୁ 'ଦେଖଣା'ଟା ରହୁ..
ଓଡିଆଭାଷା ସଂସ୍କୃତମୁକ୍ତ ହେବା ଜରୁରୀ , ତାହା ନ ହେଲେ ମୂଳ ଓଡିଆ ଶବ୍ଦ ବ୍ୟବହାର ହୋଇପାଇବନାହିଁ | ତେଣୁ ଯଥା ସମ୍ଭବ ଯୁକ୍ତାକ୍ଷର ଶବ୍ଦ ଆଡେଇ ସହଜ ସରଳ ଗାଉଁଲି ଭାଷା ବ୍ୟବହାର କରିବାର ଆବଶ୍ୟକ ରହିଛ | ପୂର୍ବାଭାସ ବା ପୂର୍ବାବଲୋକନ ସଂସ୍କୃତଶବ୍ଦ , ଓଡିଆଭାଷା ବ୍ୟବହାରରେ ଇଗ୍ରାଜୀ ଭଳି ସଂସ୍କୃତ ଶବ୍ଦ ପ୍ରୟୋଗକୁ ବିରୋଧ କରିବା ଉଚିତ୍|
On 4/1/12, Swmbi Mwhatw mwhatw@gmail.com wrote:

On 4/1/12, subrat prusty subratodia@gmail.com wrote:

-- ସୁବ୍ରତ କୁମାର ପୃଷ୍ଟି ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ ଦୂରଭାଷା-୦୯୦୯୦୪୬୫୭୫୮ 53-Saheed Nagar, bhubaneswar-15
କଥାଟା ସୋଳ ପଣେ ସତ ଆଜ୍ଞା.. ତେବେ Preview ପାଇଁ *ପରଖିବେ* ବୋଲି ଲେଖିଲେ ମୋ ମତରେ ସବୁଠୁ ଭଲ ହୁଅନ୍ତା.. ଯେମିତି Save ପାଇଁ *ସାଇତିବେ* ବୋଲି ଲେଖାହୋଇଛି..
ଭାଇ ଭଲ କଥା ଯେ ହେଲେ ସେଇଟା ୧୬ ପଣା ନୁହେ ଅଣା । ଯାହା ରଖିଲେ ଚଳିବ ଖାଲି ବ୍ୟବହାରକାରୀ ଜାଣି ପାରିଲେ ହେଲା । ଆଉ ହଁ ଆମେ ଏସବୁରେ ସମୟ ନଷ୍ଟ ନକରି ଲେଖାଲେଖିରେ ଧ୍ୟାନ ଦେଲେ ଭଲ ହେବ । ଭୁଲ ଥିଲେ କ୍ଷମା କରିବେ ଆଜ୍ଞା
Thanks & Regards, *Jnanaranjan Sahu* *Bhubaneswar*
2012/4/2 Swmbi Mwhatw mwhatw@gmail.com
କଥାଟା ସୋଳ ପଣେ ସତ ଆଜ୍ଞା.. ତେବେ Preview ପାଇଁ *ପରଖିବେ* ବୋଲି ଲେଖିଲେ ମୋ ମତରେ ସବୁଠୁ ଭଲ ହୁଅନ୍ତା.. ଯେମିତି Save ପାଇଁ *ସାଇତିବେ* ବୋଲି ଲେଖାହୋଇଛି..
-- ସଁବି ମହାତ
Wikipedia-OR mailing list Wikipedia-OR@lists.wikimedia.org https://lists.wikimedia.org/mailman/listinfo/wikipedia-or
ଧନ୍ୟବାଦ ଭାଇ Thanks & Regards, *Jnanaranjan Sahu* *Bhubaneswar*
2012/4/2 Sambit Mohapatra sambit.mohapatra2500@gmail.com
ଭାଇ 'ଷୋଳ ଅଣା' ର ପ୍ରୟୋଗ ଓଡ଼ିଆ ଭାଷାରେ କାଁ ଭାଁ ଚଳେ.. ହେଲେ ବି ଏଇଟା ଭୁଲ ନୁହେଁ.. ତେବେ ହିନ୍ଦି ଭାଷାରେ ଏହାର ପ୍ରୟୋଗ ପ୍ରଚୁର..
--
ସଁବି ମହାତ

୧୬ ଅଣା ଅର୍ଥ ଏକଟଙ୍କା, ଏହା ମୁସଲମାନ ସମୟର ଗଣନ ସଂଖ୍ୟା| ୧୬ ପଣ ଅର୍ଥ ଏକ କାହାଣ | ଏହା ଆମ ପ୍ରାଚୀନ ଗଣନ ସଂଖ୍ୟା, ଯାହା ଟଙ୍କାର ପରିମାଣାତ୍ମକ ଏକକ | ଉଭୟ ସଂଖ୍ୟା ଏକ ପୂର୍ଣ୍ଣାଙ୍ଗ ରୂପ ବହନ କରେ| ତେଣୁ ଉଭୟ ଠିକ୍|
On 4/2/12, Gyan gyana111@gmail.com wrote:

wikipedia-or@lists.wikimedia.org