ନମସ୍କାର,
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିଙ୍କ ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K)ର ୨୦୧୩ରୁ ଆରମ୍ଭ ହେଇଥିବା ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT)ର ଚତୁର୍ଥ ସଂସ୍କରଣ https://meta.wikimedia.org/wiki/CIS-A2K/Events/Train_the_Trainer_Program/2017 ଏହି ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଛି। *ଟିଟିଟି କଣ ?*
ଏହାର ମୂଳ ଲକ୍ଷ ହେଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରି କରିବା । *କିଏ ଭାଗ ନେଇପାରିବେ?*
- ଭାରତୀୟ ଭାଷାରେ ଥିବା ଯେ କୌଣସି ଉଇକିମିଡ଼ିଆ ପ୍ରକଳ୍ପର ସଚଳ ସଭ୍ଯ। - ଉଇକିମିଡ଼ିଆ ପ୍ରକଳ୍ପରେ ୫୦୦ ଏଡିଟ ଥିବା ଉଇକିଆଳିମାନେ।
ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା ଫେବୃଆରୀ ୨୦୧୭ ରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ କରୁଛୁ । ଏଠାରେ ଆବେଦନ https://docs.google.com/forms/d/e/1FAIpQLSdDdgd55H8JSYBUoW6hzPRjg-BTONEw9Q_2YJwZbI97wP7bYA/viewform କରନ୍ତୁ । *କିଛି ଦରକାରୀ ତାରିଖ*
୨୦୧୭ ଜାନୁଆରୀ ୨୬ : ଆବେଦନ କରିବାର ଶେଷ ତାରିଖ ୨୦୧୭ ଫେବୃଆରୀ ୨୦-ଫେବୃଆରୀ ୨୨: TTT-୨୦୧୭ କର୍ମଶାଳା ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ tanveer@cis-india.org ଏବଂ tito@cis-india.org ଙ୍କୁ ଇମେଲ ଜରିଆରେ ପଚାରିପାରିବେ ----------- *Sailesh Patnaik* "*ଶୈଳେଶ ପଟ୍ଟନାୟକ*" Programme Associate, Access To Knowledge Centre for Internet and Society Phone: +91-7537097770 *LinkedIn* : https://www.linkedin.com/in/sailesh-patnaik-551a10b4 *Twitter* : @saileshpat
"Imagine a world in which every single human being can freely share in the sum of all knowledge. Help us make it a reality"
wikipedia-or@lists.wikimedia.org