ମୁଁ ଏବେ ଦେଖିଲି ଉଇକିସମ୍ମିଲନୀ ଭାରତ ୨୦୨୩ ପାଇଁ ବୃତ୍ତି ଆବେଦନ କରିବାର ଶେଷ ତାରିଖ
୨୭ ନଭେମ୍ବର, ରବିବାର | ଯଦି ଆପଣମାନେ ଏପର୍ଯ୍ୟନ୍ତ ବୃତ୍ତି ପାଇଁ ଆବେଦନ
କରିନାହାଁନ୍ତି, ଦୟାକରି ଏହି ପୃଷ୍ଠାକୁ ଦେଖନ୍ତୁ ଏବଂ ଓଡିଆ ୱିକି ତରଫରୁ ବୃତ୍ତି ପାଇଁ
ଆବେଦନ କରନ୍ତୁ |
https://meta.wikimedia.org/wiki/WikiConference_India_2023/Scholarships
ଶୈଳେଶ
--
*Sailesh Patnaik *"*ଶୈଳେଶ ପଟ୍ଟନାୟକ**"*
https://www.linkedin.com/in/sailesh-patnaik-551a10b4
*Twitter*: @saileshpat