୨୬ ତାରିଖ: ପୁରୀରେ ଉଇକିଆଳିଙ୍କ ସଙ୍ଗେ ଭେଟ ୨୭ ତାରିଖ: ଭୁବନେଶ୍ୱରରେ ୩ୟ ଜାତୀୟ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷା-କମ୍ପୁଟରୀକରଣ ଆଲୋଚନାଚକ୍ର (ଓଡ଼ିଆ ଉଇକିଆଳି ଜ୍ଞାନରଞ୍ଜନ ସାହୁ ଓ ନସିମ ଅଲ୍ଲିଙ୍କ ସହ) ୨୮ ତାରିଖ: ସମ୍ବାଦ ଓ ଆମ ଓଡ଼ିଶା ସହ ଏକ ଉଚ୍ଚସ୍ତରୀୟ ବୈଠକ
ଅଧିକ ସୂଚନା: https://or.wikipedia.org/wiki/WP:VP
Best! Subhashish Panigrahi Programme Officer, Access To Knowledge Centre for Internet and Society | @subhapa
wikipedia-or@lists.wikimedia.org