ନମସ୍କାର,
ସିଆଇଏସ ଏ2କେ ଏବେ ନିଜର ଆଗାମୀ କାର୍ଯ୍ୟ ଯୋଜନା ଲେଖିବାକୁ ଯାଉଛି ମାର୍ଚ୍ଚ ଶେଷ
ସପ୍ତାହରେ, ଏହି କାର୍ଯ୍ୟ ଯୋଜନା ଲେଖିବାରେ ଆମକୁ ଆପଣମାନଙ୍କ ସହାୟତା ଦରକାର । ସବୁ
ବର୍ଷ ପରି ଆମେ ଏହି ବର୍ଷ ମଧ୍ୟ ଗୋଟେ ସର୍ଭେ ଓ IRCର ଯୋଜନା କରିଛୁ ଆପଣମାନଙ୍କ ସହ
ଆଲୋଚନା କରିବା ପାଇଁ । ତଳେ ମୁଁ ସର୍ଭେ ଫର୍ମର ଲିଙ୍କ ଯୋଡ଼ିଛି, ଦୟାକରି ଏହି ସର୍ଭେରେ
ନିଜର ମତ *୬ ତାରିଖ* ଭିତରେ ଦେବାକୁ ଚେଷ୍ଟା କରନ୍ତୁ ।
https://docs.google.com/forms/d/e/1FAIpQLSefZrRqagotWjY9GkZK8ojuYkA5KmVSHZ4…
ଯେହେତୁ ଓଡ଼ିଆ ଉଇକିମିଡ଼ିଆ ଇଉଜର ଗୃପ ମଧ୍ୟ ତିଆରି ହେଇଗଲାଣି ଏବେ ଆମେ ଓଡ଼ିଆ କମ୍ଯୁନିଟିରେ
ସିଆଇଏସ ଏ2କେ ପ୍ରୋଗ୍ରାମର ଭୂମିକା ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛୁ ଏବଂ ମୁଁ ଆଗାମୀ
୧୦ ତାରିଖରେ ସନ୍ଧ୍ଯା ୭:୩୦ଟାରେ ଏକ IRC ସଭା ରଖିବାକୁ ପ୍ରସ୍ତାବ ଦେଉଛି ।
ଫର୍ମରେ କିଛି ଦ୍ଵନ୍ଦ ରହିଲେ କିମ୍ବା ଅନୁବାଦରେ ଭୁଲ ବାହାରିଲେ ଜଣେଇବେ । ତାହା ଛଡା
କିଛି ପ୍ରଶ୍ନର ଉତ୍ତର ଆମେ ଇଂରାଜୀରେ ଜାଣିବାକୁ ଚାହୁଞ୍ଚୁ ଯାହା ସମ୍ପୂର୍ଣ ସିଆଇଏସ
ଏ2କେ ଟୀମ ପଢେଇପାରିବ, ଯଦି ଆପଣ ସେହି ପ୍ରଶ୍ନର ଉତ୍ତର ଓଡ଼ିଆରେ ଦେବାକୁ ଚାହାନ୍ତି ତେବେ
କିଛି ଅସୁବିଧା ନାହିଁ ।
ଧନ୍ୟବାଦ
-----------
*Sailesh Patnaik* "*ଶୈଳେଶ ପଟ୍ଟନାୟକ "*
*LinkedIn* :
https://www.linkedin.com/in/sailesh-patnaik-551a10b4
*Twitter*: @saileshpat