ବନ୍ଧୁଗଣ,
ଆସନ୍ତାକାଲି ସନ୍ଧ୍ୟାରେ "ଦି ଇଣ୍ଟଲେକ୍ଟ"ସଙ୍ଗଠନ ତରଫରୁ ଦିଲ୍ଲୀସ୍ଥିତ ତ୍ୟାଗରାଜ ନଗର
ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ୫:୩୦ରେ "Relivance of Bhagabat Tungi inn the
evolution of Odia Language from Budha era to Digital age" ବିଷୟ ଉଉପରେ ଏକ
ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ଏଥିରେ ସେହି ସଂସ୍ଥା ତରଫରୁ ମୋତେ ବକ୍ତା ଭାବେ
ଆମନ୍ତ୍ରଣ କରିଛନ୍ତି ଯେଉଁଥିରେ ଯୋଗଦେଇ ମୁଁ "ଓଡ଼ିଆ ଭାଷାର ଇଣ୍ଟରନେଟରେ ସ୍ଥିତି ଓ
ଉଇକିମିଡ଼ିଆ ପ୍ରକଳ୍ପ ମାଧ୍ୟମରେ ଭାଷାର ବିକାଶ" ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ
ରଖିଛି । ମୁଁ ସେଠାରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏ ରହିବି ଓ ଯଦି କେହି ଉପସ୍ଥିତ
ଥାନ୍ତି ବ୍ୟକ୍ତିଗତ ଭାବେ ଭେଟପାରିବି । ମୋର ମୋବାଇଲ ନମ୍ବର ୮୦୫୦୫୧୫୩୩୯ରେ ମୋ ସହିତ
ଯୋଗାଯୋଗ କରିପାରିବେ ।
ସାଧୁବାଦର ସହ
ସୁଭ
--
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
@psubhashish
Show replies by date