ବନ୍ଧୁଗଣ,
ଆସନ୍ତାକାଲି ସନ୍ଧ୍ୟାରେ "ଦି ଇଣ୍ଟଲେକ୍ଟ"ସଙ୍ଗଠନ ତରଫରୁ ଦିଲ୍ଲୀସ୍ଥିତ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ୫:୩୦ରେ "Relivance of Bhagabat Tungi inn the evolution of Odia Language from Budha era to Digital age" ବିଷୟ ଉଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ଏଥିରେ ସେହି ସଂସ୍ଥା ତରଫରୁ ମୋତେ ବକ୍ତା ଭାବେ ଆମନ୍ତ୍ରଣ କରିଛନ୍ତି ଯେଉଁଥିରେ ଯୋଗଦେଇ ମୁଁ "ଓଡ଼ିଆ ଭାଷାର ଇଣ୍ଟରନେଟରେ ସ୍ଥିତି ଓ ଉଇକିମିଡ଼ିଆ ପ୍ରକଳ୍ପ ମାଧ୍ୟମରେ ଭାଷାର ବିକାଶ" ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରଖିଛି । ମୁଁ ସେଠାରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏ ରହିବି ଓ ଯଦି କେହି ଉପସ୍ଥିତ ଥାନ୍ତି ବ୍ୟକ୍ତିଗତ ଭାବେ ଭେଟପାରିବି । ମୋର ମୋବାଇଲ ନମ୍ବର ୮୦୫୦୫୧୫୩୩୯ରେ ମୋ ସହିତ ଯୋଗାଯୋଗ କରିପାରିବେ ।
ସାଧୁବାଦର ସହ ସୁଭ
wikipedia-or@lists.wikimedia.org