ଓଡ଼ିଆ ଉଇକିପିଡ଼ିଆରେ ସହଜରେ କିପରି ଓଡ଼ିଆରେ ଟାଇପ କରିବେ, ନୂଆ ପ୍ରସଙ୍ଗ ଲେଖିବେ, ଆଗରୁ ଥିବା ପ୍ରସଙ୍ଗ ସମ୍ପାଦନ କରି ସେଥିରେ ଅଧୁକରୁ ଅଧିକ ତଥ୍ୟ ଯୋଡ଼ିବେ ତାହା ଶିଖିବା ପାଇଁ ଏକ ଶିକ୍ଷଣ ତିଆରି କରାଯାଇଛି । ଏହା ପଢ଼ି ଅଧିକ ମତାମତ ଦେଲେ ଶିକ୍ଷଣଟିକୁ ଅଧିକ ବ୍ୟବହାର ଉପଯୋଗୀ କରିପାରିବୁ ।
https://commons.wikimedia.org/wiki/File:Odia_Wikipedia_handbook_(web).pdf
wikipedia-or@lists.wikimedia.org