ଆଦରର ଉଇକିଆଳିଗଣ,
ଆପଣ ସମସ୍ତେ ଆଗରୁ "ଉଇକିଟୁଙ୍ଗିhttps://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE_%E0%AC%B8%E0%AC%AD%E0%AC%BE#.E0.AC.89.E0.AC.87.E0.AC.95.E0.AC.BF.E0.AC.9F.E0.AD.81.E0.AC.99.E0.AD.8D.E0.AC.97.E0.AC.BF" ବାବଦରେ ହୋଇଥିବା ଆଲୋଚନା ପଢିଥିବେ । ଗତ ରବିବାର ଦିନ ହେଇଥିବା IRChttps://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:IRC/21-04-2014 ଏହି ବାବଦରେ ଆଲୋଚନା କରଯାଇଥିଲା । ସମୟ ଅଭାବରୁ ଏହା ସଂପୂର୍ଣ୍ଣ ହେଇପାରିଲା ନାହିଁ । ଆଜି ସେହି 'ଉଇକିଟୁଙ୍ଗି' ଅଲୋଚନା ସହ ନିମ୍ନୋକ୍ତ ବିଷୟ ଗୁଡ଼ିକ ଆଲୋଚନା ପରିସରଭୁକ୍ତ ଅଟନ୍ତି -
1. ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କି କି ଯୋଜନା କାମରେ ଲାଗିବା ଉଚିତ 2. ଆମେ ଆଗରୁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷାକୁ ନେଇ କିପରି ଆଗକୁ ବଢ଼ିବା 3. ନୂଆ ନୂଆ ସମ୍ଭାବ୍ୟ କ୍ଷେତ୍ର ଯାହା ନିକଟ ଅତୀତରେ ଆସିଛି
*ସମୟ*- ସନ୍ଧ୍ୟା ୮ ଘଟିକା ( ୨୮-୪-୨୦୧୪ )
*ଲିଙ୍କ* - #wikipedia-orhttp://webchat.freenode.net/?channels=#wikipedia-or
ସମସ୍ତ ଉଇକିଆଳିଙ୍କୁ ଆଲୋଚନାରେ ଭାଗ ନେବାପାଇଁ ଅନୁରୋଧ ।
--