ଆଦରର ଓଡ଼ିଆ ଉଇକିଆଳି ଗଣ,
ଆସନ୍ତା ରବିବାର (୧୭ ମାର୍ଚ୍ଚ, ୨୦୧୩) ଏକ ଭୁବନେଶ୍ୱର କର୍ମଶାଳାର ପ୍ରସ୍ତାବ ରହିଅଛି । ଆମ୍ଭେମାନେ ମଧ୍ୟାହ୍ନ ଭୋଜନ ପାଇଁ ଡାଲମା ରେସ୍ତୋରାଁ (ୟୁନିଟ-୪, ଭୁବନେଶ୍ୱର - http://www.dalmahotels.com/locationmap.html ) ରେ ଏକତ୍ରିତ ହେବା ଏବଂ ପରେ ଏକ ଆଲୋଚନା ରହିବ । "ଏ ଟୁ କେ" କାର୍ଯ୍ୟକ୍ରମର ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନ ଏହି କର୍ମଶାଳାରେ ଯୋଗ ଦେବେ । ବର୍ତ୍ତମାନ ସୁଦ୍ଧା ସହମତି ଦେଇଥିବା ଉଇକିଆଳି ମାନେ ହେଲେ ସୁଭାସିସ ପାଣିଗ୍ରାହୀ, ଡା ସୁବାସ ଚନ୍ଦ୍ର ରାଉତ, ଜ୍ଞାନ ସାହୁ, ଶିତିକଣ୍ଠ ଦାଶ, ଶ୍ୱେତପଦ୍ମା ଶତପଥୀ ଏବଂ ମୁଁ । ଆଗ୍ରହୀ ଉଇକିଆଳି ଗଣ ଏହି "ମେଲ" ରେ ଉତ୍ତର ଦେବାକୁ ଅନୁରୋଧ କରୁଛି ।
Hello Odia Wikipedians,
This Sunday i.e. on 17th March, 2013 we are planing for a meet up at Bhubaneswar. We'll meet at Dalma Restaurant (Unit-IV, BBSR - Please find the map at http://www.dalmahotels.com/locationmap.html ) for lunch & it will be followed by a discussion. The A2K programme Director, Mr Vishnu Vardhan will be preset there. The confirmation list include(as of now) Subhashish Panigrahi, Dr. Subas Ch. Rout, Gyan Sahu, Shitikantha Dash, Swetapadma Satpathy and me. Interested Wikipedians are requested to reply in this thread.