Thank you subhashish Babu. I have gone through the English article but i am not able to read above odia fonts. Perhaps my computer is not supporting. L K Tripathy
On 12/12/12, Subhashish Panigrahi subhashish@cis-india.org wrote:
ଆଦରର ଉଇକିଆଳି ବନ୍ଧୁଗଣ,
ଜୟ ଜଗନ୍ନାଥ! ଓଡ଼ିଆରେ ଟାଇପ କରିବା ପାଇଁ ଏକ ନୂଆ ଟୁଲ "ଲେଖନୀ"[୧] ଆରମ୍ଭ କରାଗଲା । ଏହି ଟୁଲ ଉପରେ ପ୍ରଥମ କାମ ଆରମ୍ଭ ହୋଇଥିଲା ଅକ୍ଟୋବର ୨୦୧୧ ମୁମ୍ବାଇ ଉଇକିମିଡ଼ିଆ ହ୍ୟାକାଥନ ସମୟରେ । ଲେଖନୀ ଟୁଲଟି ଆଉ କିଛି ଦିନ ଭିତରେ ଓଡ଼ିଆ ଉଇକିପିଡ଼ିଆ ତଥା ଉଇକି ଅଭିଧାନରେ ଟାଇପ ଟୁଲ ଭାବରେ ଆସିବ । ଓଡ଼ିଆ ଶବ୍ଦର ଉଚ୍ଚାରଣକୁ ଭିତ୍ତି କରି ଏହା ଆରମ୍ଭ କରାଯାଇଛି । ଏଥିରେ କେଉଁ କେଉଁ ଓଡ଼ିଆ ଅକ୍ଷର ବ୍ୟବହାର କଲେ କେଉଁ ଇଂରାଜୀ ଅକ୍ଷର ଦେଖାଯିବ ତାହା ଜାଣିବା ପାଇଁ ଏହି ଲିଙ୍କଟି[୨] ଦେଖନ୍ତୁ । ବର୍ତ୍ତମାନ ଏହାକୁ ଆପଣମାନେ ପରଖ କରିପାରିବେ ଓ ଏଥିରେ ଥିବା ଭୁଲ ଭଟକା ଏହି ଲିଙ୍କରେ[୩] ଯାଇ ଜଣାଇପାରିବେ ।
ଏହା ଉପରେ ଏକ ବ୍ଲଗ: http://cis-india.org/openness/blog/odia-wikipedia-gets-new-typing-solution
ଆଲୋଚନା ସଭାରେ ଏହା ବାବଦରେ ଘୋଷଣା: http://bitly.com/vp-lekhani
[୧]. http://or.wikipedia.org/wiki/WP:Lekhani [୨]. http://or.wikipedia.org/wiki/WP:Lekhani [୩]. http://or.wikipedia.org/wiki/Wikipedia_talk:Lekhani
।। ଇତି ।। ସୁଭ Subhashish Panigrahi Programme Officer, Access To Knowledge, Centre for Internet and Society New Delhi http://cis-india.org http://facebook.com/groups/OdiaWiki @psubhashish