ପ୍ରିୟ ବନ୍ଧୁ, ଭୁବନେଶ୍ଵର ଠାରେ ଆସନ୍ତା ଉତ୍କଳ ଦିବସ (ଅପ୍ରେଲ ୧ ତାରିଖ) ଦିନ ଏକ କର୍ମଶାଳାର ଆୟୋଜନ କରାଯାଉଅଛି । ଆପଣ ଏହି କର୍ମଶାଳାରେ ଯୋଗଦାନ କରି ଓଡ଼ିଆ ଉଇକିପିଡ଼ିଆର ପ୍ରଚାର ଓ ପ୍ରସାରରେ ସାହାଯ୍ୟ କରିବେ ବୋଲି ଆଶା । ଆପଣ ଏହି କର୍ମାଶାଳା ପରିଚାଳନାରେ ସହଯୋଗ କରିବା ସହ ନୂଆ ଉଇକିଆଳିମାନଙ୍କ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିପାରିବେ । କର୍ମଶାଳା ପୂର୍ବରୁ ନିଜର ସୁଚିନ୍ତିତ ମତାମତ ଜଣାଇବାକୁ ଅନୁରୋଧ ।
କାର୍ଯ୍ୟସୁଚୀ: ତାରିଖ: ୦୧ ଅପ୍ରେଲ ୨୦୧୨ (ରବିବାର), ପୂର୍ବାହ୍ନ ୧୦:୩୦ ଟା ଠିକଣା: ୱେବରେନ୍ସ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ଼, ଇନଫୋସିଟି, ଗଲ୍ଫ କ୍ଳବ ନିକଟ ପଟିଆ, ଭୁବନେଶ୍ୱର- ୭୫୧ ୦୧୦
ଧନ୍ୟବାଦ ସହ ଓଡ଼ିଆ ଉଇକି ସଂଘ ''ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଓଡ଼ିଆ ଭାଷାର ଜ୍ଞାନକୋଷକୁ ଖୋଲା ଓ ମାଗଣାରେ ଉପଲବ୍ଧ କରାଇବାର ଏକ ପ୍ରୟାସ ।
2nd BBSR Odia Wikipedia Workshop on 1st April 2012. https://www.facebook.com/events/366609686703867