ନମସ୍କାର,
ଏହି ଅକ୍ଟୋବର ରେ ଓଡ଼ିଆ ଉଇକିପାଠାଗାରକୁ ତିନି ବର୍ଷ ପୁରିବ । ଏହି ଜନ୍ମ ବାର୍ଷିକୀ ଅବସରରେ ଭୁବନେଶ୍ବରରେ ଏକ ସମ୍ମିଳନୀ ଆୟୋଜନ କରିବାର ପ୍ରସ୍ତାବ ଥିଲା, ସେହି ପ୍ରସ୍ତାବ କୁ ଧ୍ୟାନରେ ରଖି ମେଟାରେ ଗ୍ରାଣ୍ଟ ପୃଷ୍ଠା https://meta.wikimedia.org/wiki/User:Saileshpat/ORWS3 ତିଆରି ହେଇଛି । ମେଟାରେ ରାପିଡ଼ ଗ୍ରାଣ୍ଟ ଆବେଦନ କରାଯାଇଛି, ସମର୍ଥନ ଦେବାକୁ ଅନୁରୋଧ କରୁଛି ଓ କିଛି ଆଲୋଚନା କରିବାକୁ ଥିଲେ ଆଲୋଚନା ସଭାରେ ଲେଖିବାକୁ ଅନୁରୋଧ ।
- ମେଟାରେ ଏଠି ସମର୍ଥନ https://meta.wikimedia.org/wiki/Grants:Project/Rapid/Chinmayee_Mishra/Odia_Wikisource%27s_3rd_anniversary କରନ୍ତୁ । - କିଛି ଅନ୍ୟ ତଥ୍ୟ ଯୋଡ଼ିବାକୁ ଥିଲେ ଗ୍ରାଣ୍ଟ ପୃଷ୍ଠାରେ ଯୋଡନ୍ତୁ ।
----------- *Sailesh Patnaik* "*ଶୈଳେଶ ପଟ୍ଟନାୟକ "* Community Advocate, Access To Knowledge Program Centre for Internet and Society Phone: +91-7537097770 *LinkedIn* : https://www.linkedin.com/in/sailesh-patnaik-551a10b4 *Twitter*: @saileshpat