ଭାଇ ଭଲ କଥା ଯେ ହେଲେ ସେଇଟା ୧୬ ପଣା ନୁହେ ଅଣା । ଯାହା ରଖିଲେ ଚଳିବ ଖାଲି ବ୍ୟବହାରକାରୀ
ଜାଣି ପାରିଲେ ହେଲା । ଆଉ ହଁ ଆମେ ଏସବୁରେ ସମୟ ନଷ୍ଟ ନକରି ଲେଖାଲେଖିରେ ଧ୍ୟାନ ଦେଲେ ଭଲ
ହେବ । ଭୁଲ ଥିଲେ କ୍ଷମା କରିବେ ଆଜ୍ଞା
Thanks & Regards,
*Jnanaranjan Sahu*
*Bhubaneswar*
2012/4/2 Swmbi Mwhatw <mwhatw(a)gmail.com>
କଥାଟା ସୋଳ ପଣେ ସତ ଆଜ୍ଞା.. ତେବେ Preview ପାଇଁ *ପରଖିବେ* ବୋଲି ଲେଖିଲେ ମୋ ମତରେ
ସବୁଠୁ ଭଲ ହୁଅନ୍ତା.. ଯେମିତି Save ପାଇଁ *ସାଇତିବେ* ବୋଲି ଲେଖାହୋଇଛି..
--
ସଁବି ମହାତ
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or