୧୬ ଅଣା ଅର୍ଥ ଏକଟଙ୍କା, ଏହା ମୁସଲମାନ ସମୟର ଗଣନ ସଂଖ୍ୟା| ୧୬ ପଣ ଅର୍ଥ ଏକ କାହାଣ
| ଏହା ଆମ ପ୍ରାଚୀନ ଗଣନ ସଂଖ୍ୟା, ଯାହା ଟଙ୍କାର ପରିମାଣାତ୍ମକ ଏକକ | ଉଭୟ ସଂଖ୍ୟା
ଏକ ପୂର୍ଣ୍ଣାଙ୍ଗ ରୂପ ବହନ କରେ| ତେଣୁ ଉଭୟ ଠିକ୍|
On 4/2/12, Gyan <gyana111(a)gmail.com> wrote:
ଧନ୍ୟବାଦ ଭାଇ
Thanks & Regards,
*Jnanaranjan Sahu*
*Bhubaneswar*
2012/4/2 Sambit Mohapatra <sambit.mohapatra2500(a)gmail.com>
ଭାଇ 'ଷୋଳ ଅଣା' ର ପ୍ରୟୋଗ ଓଡ଼ିଆ ଭାଷାରେ କାଁ
ଭାଁ ଚଳେ.. ହେଲେ ବି ଏଇଟା ଭୁଲ ନୁହେଁ..
ତେବେ ହିନ୍ଦି ଭାଷାରେ ଏହାର ପ୍ରୟୋଗ ପ୍ରଚୁର..
_______________________________________________
Wikipedia-OR mailing list
Wikipedia-OR(a)lists.wikimedia.org
https://lists.wikimedia.org/mailman/listinfo/wikipedia-or
--
ସୁବ୍ରତ କୁମାର ପୃଷ୍ଟି
ଗବେଷକ, ଉତ୍କଳ ବିଶ୍ବବିଦ୍ୟାଳୟ
ଦୂରଭାଷା-୦୯୦୯୦୪୬୫୭୫୮
53-Saheed Nagar, bhubaneswar-15