Register for this event: http://bitly.com/bbsrwiki

ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ଉପଲବ୍ଧ ଓଡ଼ିଆ ଭାଷାର ଏକ ମୁକ୍ତ ଜ୍ଞାନକୋଷ ଚଳିତ ମାସ ୨୯ ଜାନୁଆରୀରେ ଭୁବନେଶ୍ଵରର ଏକାଡେମି ଅଫ ମିଡ଼ିଆ ଲର୍ଣ୍ଣିଙ୍ଗରେ ଦିବା ୧୦ ଘଟିକା ସମୟରେ ଏହାର ୯ମ ଜନ୍ମତିଥି ପାଳିତ ହେବାକୁ ଯାଉଛି । ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପରିବାର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏହାକୁ ସାଫଲ୍ୟମଣ୍ଡିତ କରିବାକୁ ଅନୁରୋଧ କରୁଛି ।

ଏଥିରେ ଆମେ ଓଡ଼ିଆ ଉଇକିପିଡ଼ିଆର ଉପଯୋଗୀତା, ଏହାର ବ୍ୟବହାର ଓ ଆପଣ କିପରି ଏଥିରେ ଭାଗ ନେଇପାରିବେ ଓ ଜ୍ଞାନ ବିତରଣର ଏହି ମହାପ୍ରବାହ ସାମିଲ ହୋଇପାରିବେ ସେ ବାବଦରେ ଜାଣିପାରିବେ । ଏଥିରେ ଭାଗ ନେବା ପାଇଁ ଏହି ଅନଲାଇନ ଫର୍ମଟିକୁ ଭରନ୍ତୁ: http://goo.gl/q5vnA

ଏଠାରେ ପହଞ୍ଚିବା ପାଇଁ ଗୁଗୁଲ ମାନଚିତ୍ର: http://bitly.com/amlbbsrmap
Google map to reach to the venue: http://bitly.com/amlbbsrmap

--

ସୁଭାସିସ ପାଣିଗାହି

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି

ନୂଆଦିଲ୍ଲୀ