ଓଡ଼ିଆ କବି ଓ ଜଣାଶୁଣା ପ୍ରାର୍ଥନା 'ଆହେ ଦୟାମୟ ବିଶ୍ବବିହାରୀ'ର ରଚୟିତା ରାମକୃଷ୍ଣ ନନ୍ଦଙ୍କ
ପରିବାର ତାଙ୍କ ରଚିତ ଜ୍ଞାନକୋଷ "ବିଶ୍ବ ପରିଚୟ", ୮ଟି ବହିର ସିରିଜ "ପଉଷ ସନ୍ଧ୍ୟାର
ଗୀତ", ଓଡ଼ିଆ ବ୍ୟାକରଣ ବହି "ଲେଖନୀର ପାଠଶାଳା" ଓ ଅନେକ ଉପାଦେୟ ପ୍ରବନ୍ଧ ସମ୍ବଳିତ ବହି
"ଭାବି ଦେଖନ୍ତୁ" ଏଣିକି ରେ ଉପଲବ୍ଧ ହେବ । ଏସବୁ ବହିର ଡଜିଟାଲ ରୂପ ଓଡ଼ିଆ ପାଠାଗାରରେ ସ୍ଥାନ
ପାଇବ । ଏହି ଅବସରରେ ଆମେ କବିଙ୍କ ପ୍ରତି ଆମର ଓଳଗି ଜଣାଉଛୁ ।
ତାଙ୍କ ପରିବାର ଏହି ମହତ କାମରେ ନିଜ ଅନୁମୋଦନ ଦେଇଥିବାରୁ ତାଙ୍କ ସାଧୁବାଦ ରୂପେ ତାଙ୍କ ପରିୱାର ବର୍ଗଙ୍କ
ଅଭିମତ ଓ ଓଡ଼ିଆ ଉଇକିପାଠାଗାରର ଉପଯୋଗୀତା ସମ୍ବନ୍ଧରେ ସେମାନଙ୍କ ବିଚାର ଏକ ଛୋଟ ଡକୁମେଣ୍ଟାରି ଭାବେ
ଆପଣଙ୍କ ପାଇଁ ରଖିଲୁ:
http://youtu.be/eyBwbXTOE1E
ଆପଣ ବହୁମୂଲ୍ୟ ସଭିଙ୍କ ମତ ଜାଣିପାରିଲେ ଆଗକୁ ସେସବୁରୁ କିଛି କାମରେ ଲଗୈବା ପାଇଁ ଚେଷ୍ଟିତ ହେବୁ ।
ସୁଭ
ସୁଭାସିସ ପାଣିଗାହି
ଆକସେସ ଟୁ ନଲେଜ
ସେଣ୍ଟୃ ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି