ନମସ୍କାର,
ସମ୍ବାଦ '୧୦୦' ମହିଳା ଗଣସମ୍ପାଦନା[୧], ସମ୍ବାଦ, ଓଡ଼ିଆ ଉଇକିପିଡ଼ିଆ ଓ ସେଣ୍ଟର ଫର
ଇଣ୍ଟରନେଟ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏକ ଗଣସମ୍ପାଦନା । ଏହି ଗଣସମ୍ପାଦନାରେ ଲକ୍ଷ୍ୟ
ଓଡ଼ିଶାର ୧୦୦ଜଣ ମହିଳାଙ୍କ ଉପରେ ପ୍ରସଙ୍ଗ ତିଆରି କରିବା କିମ୍ବା ଉନ୍ନତ କରିବା ।
ଗଣ-ସମ୍ପାଦନାଟି ମାର୍ଚ୍ଚ ୧୮ ଓ ୧୯ରେ ସମ୍ବାଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ।
ଗଣସମ୍ପାଦନାରେ ପ୍ରସଙ୍ଗ ଗୁଡ଼ିକ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା ଶିକ୍ଷା ବିଭାଗ ଓ
ସମ୍ବାଦ ତଥ୍ୟ ପ୍ରଦାନ କରିବ । ଭୁବନେଶ୍ୱରରେ ରହୁଥିବା ମହିଳା ଉଇକିଆଳି ମାନଙ୍କୁ ଏଥିରେ
ଭାଗ ନେବାକୁ ଅନୁରୋଧ।
[୧]
https://or.wikipedia.org/s/13hj
-----------
*Sailesh Patnaik* "*ଶୈଳେଶ ପଟ୍ଟନାୟକ*"
Programme Associate, Access To Knowledge
Centre for Internet and Society
Phone: +91-7537097770
*LinkedIn* :
https://www.linkedin.com/in/sailesh-patnaik-551a10b4
*Twitter* : @saileshpat
"Imagine a world in which every single human being can freely share in the
sum of all knowledge. Help us make it a reality"