ନମସ୍କାର,
ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ପ୍ରୋଗ୍ରାମ (CIS-A2K) ୨୦୧୩ରୁ
ଆରମ୍ଭ କରିଥିବା ଉଇକିପିଡ଼ିଆ ଟ୍ରେନ-ଦି-ଟ୍ରେନର ପ୍ରୋଗ୍ରାମ (TTT)ର ପଞ୍ଚମ ସଂସ୍କରଣ
<https://meta.wikimedia.org/wiki/CIS-A2K/Events/Train_the_Trainer_Program/2018>
୨୦୧୮ ଜାନୁଆରୀରେ ଆରମ୍ଭ ହେବାକୁ ଯାଉଛି।
;ଟିଟିଟି କଣ ?
ଏହାର ମୂଳ ଲକ୍ଷ ହେଲା ବିଭିନ୍ନ ସମୂହ ମଧ୍ୟେ ମୁଖିଆପଣକୁ ଚେତାଇବା ଓ ମୁଖିଆ ତିଆରି କରିବା
। ଏହି କର୍ମଶାଳା ବିଷୟରେ ଅଧିକ ଜାଣିବା ପାଇଁ ମେଟା ପୃଷ୍ଠା ଦେଖନ୍ତୁ
<https://meta.wikimedia.org/wiki/CIS-A2K/Events/Train_the_Trainer_Program/2018>
।
;କିଏ ଭାଗ ନେଇପାରିବେ?
*ଭାରତୀୟ ଭାଷାରେ ଥିବା ଯେ କୌଣସି ଉଇକିମିଡ଼ିଆ ପ୍ରକଳ୍ପର ସଚଳ ସଭ୍ଯ।
*ଉଇକିମିଡ଼ିଆ ପ୍ରକଳ୍ପରେ ୫୦୦ ଏଡିଟ ଥିବା ଉଇକିଆଳିମାନେ।
ଏହି ସନ୍ଦେଶଟି ଆପଣମାନଙ୍କୁ ଆଗାମୀ କାର୍ଯ୍ୟକ୍ରମ ବାବଦେ ଜଣାଇବା ନିମନ୍ତେ । ଏହା
ଜାନୁଆରୀ ୨୦୧୮ରେ ମହୀଶୂର, କର୍ଣାଟକରେ ହେବ । ଆମେ ଆପଣମାନଙ୍କଠାରୁ ଆବେଦନ ପାଇଁ ଅନୁରୋଧ
କରୁଛୁ । ଏଠାରେ ଆବେଦନ
<https://docs.google.com/forms/d/e/1FAIpQLSc4T9c5wAYvy2Vpj1wlb_rEqW5sw_gKrHp64-M6iAq3_j2M1A/viewform>କରନ୍ତୁ
।
;କିଛି ଦରକାରୀ ତାରିଖ:
୨୦୧୭ ଡିସେମ୍ବର ୮: ଆବେଦନ କରିବାର ଶେଷ ତାରିଖ
୨୦୧୮ ଜାନୁଆରୀ ୨୬- ଜାନୁଆରୀ ୨୮: TTT-୨୦୧୮ କର୍ମଶାଳା
ଆମେ ନିର୍ଘଣ୍ଟ ଏବଂ ଅନ୍ୟାନ୍ୟ ବିଭାଗ ସବୁ ଏବେ ସମ୍ପାଦନା କରୁଛୁ । ଆପଣମାନଙ୍କ ଅଭିମତ ଓ
ପରାମର୍ଶ ଏଠାରେ ଜଣାଇପାରିବେ । କିଛି ପ୍ରଶ୍ନ ଥିଲେ
tanveer{{at}}cis-india.org ଏବଂ
tito{{at}}cis-india.org ଙ୍କୁ ଇମେଲ ଜରିଆରେ ପଚାରିପାରିବେ ।
-----------
*Sailesh Patnaik* "*ଶୈଳେଶ ପଟ୍ଟନାୟକ "*
Community Advocate, Access To Knowledge Program
Centre for Internet and Society
Phone: +91-7537097770
*LinkedIn* :
https://www.linkedin.com/in/sailesh-patnaik-551a10b4
*Twitter*: @saileshpat