ଧନ୍ୟବାଦ ଭାଇ,

କିଛି ଅସୁବିଧା ନାହିଁ, ସମସ୍ତେ* ଏକମତ ହେଲେ ସଙ୍ଗେ ସଙ୍ଗେ ବଦଳାଯିବ :-)

"Preview" ର ଓଡ଼ିଆ "ପୁର୍ବଭାସ" କି ??

*ସମସ୍ତେ ମାନେ ଅଧିକରୁ ଅଧିକ ସଚଳ ସଭ୍ୟ ଆଉ ନୂଆ ସଭ୍ୟ 

2012/3/9 Debiprasad Sahoo <debiprasad.s@gmail.com>
ହୋଲି ପର୍ବ ଅବସରରେ ଅନେକ ଶୁଭ କାମନା 

ଓଡିଆ ଉଇକିପିଡ଼ିଆ ଏବଂ ଅନ୍ୟାନ application ରେ କିଛି ଓଡିଆ ଶବ୍ଦ ଅଖାଡୁଆ ଲାଗେ. ଧୀରେ ଧୀରେ ସେଗୁଡିକୁ ପରିବର୍ତ୍ତନ କଲେ କେମିତି ହୁଅନ୍ତା?

ଉଦାହରଣ ସ୍ଵରୁପ: "Show Preview" ପାଇଁ "ଦେଖଣା" ନ ହୋଇ "ପୁର୍ବଭାସ ଦେଖାନ୍ତୁ" ହେଲେ କେମିତି ହୁଅନ୍ତା?

- ଦେବୀପ୍ରସାଦ ସାହୁ 

_______________________________________________
Wikipedia-OR mailing list
Wikipedia-OR@lists.wikimedia.org
https://lists.wikimedia.org/mailman/listinfo/wikipedia-or



ଅଂଶୁମାନ
ଓଡ଼ିଆ ଉଇକିପିଡ଼ିଆ
http://twitter.com/smileyansu
_______________________________________________